ସମ୍ବଲପୁର ରାଜ୍ୟ
From Wikipedia, the free encyclopedia
ସମ୍ବଲପୁର , ସମଭାଲପୁର ବା ହିରାଖଣ୍ଡ ନାମରେ ମଧ୍ୟ ପରିଚିତ , ବ୍ରିଟିଶ ଶାସନ କାଳରେ ଏକ ରାଜକୀୟ ରାଜ୍ୟ ଥିଲା । ଏହାର ରାଜଧାନୀ ସମ୍ବଲପୁର ସହରରେ ଥିଲା ଓ 1849 ମସିହାରେ ଏହି ରାଜ୍ୟକୁ ବ୍ରିଟିଶ[1]ମାନେ ନିଜ ଅଧୀନକୁ ନେଇଯାଇଥିଲେ । ଏହାର ଆୟତନ 1,399 ବର୍ଗ କିଲୋମିଟର ଥିବା ବେଳେ 1901 ମସିହାରେ ଏହାର ଲୋକ ସଂଖ୍ୟା 79,900 ଥିଲା । population of 79,900 persons according to the 1901 census.
Quick Facts
Sambalpur State ସମ୍ବଲପୁର / संबलपुर | |||||
Princely State of British India | |||||
| |||||
Former state of Sambalpur as a British district in pink in the Imperial Gazetteer of India | |||||
History | |||||
• | Foundation of the state | 1493 | |||
• | Annexed by the British Raj | 1848 | |||
Area | |||||
• | 1901 | ୧,୩୯୯ km2 (୫୪୦ sq mi) | |||
Population | |||||
• | 1901 | ୭୯,୯୦୦ | |||
Density | ୫୭.୧ /km2 (୧୪୭.୯ /sq mi) | ||||
This article incorporates text from a publication now in the public domain: Chisholm, Hugh, ed. (1911). "article name needed" . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}} : Invalid |ref=harv (help) |
Close