ସମ୍ବର
From Wikipedia, the free encyclopedia
ସମ୍ବର ହେଉଛି ଓଡ଼ିଶାର ରାଜ୍ୟ ପଶୁ
Quick Facts Conservation status, ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ...
ସମ୍ବର / ଶମ୍ବର ଜୀବାଶ୍ମ କାଳ: Early Oligocene–Recent PreЄ
Є
O
S
D
C
P
T
J
K
Pg
N
| |
---|---|
Conservation status | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordata |
ବର୍ଗ: | Mammalia |
ଗଣ: | Artiodactyla |
ଉପଗଣ: | Ruminantia |
କୁଳ: | Cervidae |
ଉପକୁଳ: | Cervinae |
ପ୍ରଜାତି: | Rusa |
ଜାତି: | R. unicolor |
ବାଇନୋମିଆଲ ନାମ | |
Rusa unicolor (Kerr, 1792) | |
Synonyms | |
|
Close
ସେରଭିଡା (Cervidae) ପରିବାରର ପ୍ରାଣୀ ସମ୍ବର ଏକ ପ୍ରକାର ମୃଗ। ଏହାର ପ୍ରଜାତିମାନେ ହେଲେ, ବାରଶିଙ୍ଘା, ପାରା ହରିଣ, ଚିତଳ, କୁଟୁରା, କସ୍ତୁରୀ ମୃଗ, ଖୁରାଣ୍ଟ, ସାଙ୍ଗାଇ ହରିଣ, ହାଙ୍ଗଲ। କେବଳ ଅଣ୍ଡିରା ମୃଗର ଶିଙ୍ଗ ଥାଏ, ମାଈ ମୃଗର ଶିଙ୍ଗ ନ ଥାଏ।
ଚଉଶିଙ୍ଘା, ନୀଳଗାଇ, କୃଷ୍ଣସାର ଓ ଚିଙ୍କାରା ବା ଭାରତୀୟ ଗେଜେଲ ଏମାନେ ଏଣ୍ଟିଲୋପ (antelope) ପରିବାରର, ଏମାନେ ହରିଣ ନୁହଁନ୍ତି। ଏ ଜାତୀୟ ମାଈ, ଅଣ୍ଡିରା ସବୁ ହରିଣଙ୍କର ଶିଙ୍ଗଥାଏ।