ସପ୍ତାଶ୍ଚର୍ଯ୍ୟFrom Wikipedia, the free encyclopedia ୨୦୦୭ରେ ବିଶ୍ୱର ନୂତନ ସପ୍ତାଶ୍ଚର୍ଯ୍ୟ ଘୋଷଣା କରାଯାଇଥିଲା। UNESCO ଓ ବିଶ୍ୱର ଅନେକ ସଂଗଠନ ମିଶି ଏହାର ଘୋଷଣା କରିଥିଲେ। ବିଶ୍ୱର ୨୦ଟି ଆଶ୍ଚର୍ଯ୍ୟରୁ ସାତ ଟିକୁ ସପ୍ତାଶ୍ଚର୍ଯ୍ୟର ମାନ୍ୟତା ଦିଆଯାଇଥିଲା ଯେହୁଁଥିରୁ ଭାରତର ତାଜମହଲ ପ୍ରଥମ ସ୍ଥାନ ପାଇଥିଲା।
୨୦୦୭ରେ ବିଶ୍ୱର ନୂତନ ସପ୍ତାଶ୍ଚର୍ଯ୍ୟ ଘୋଷଣା କରାଯାଇଥିଲା। UNESCO ଓ ବିଶ୍ୱର ଅନେକ ସଂଗଠନ ମିଶି ଏହାର ଘୋଷଣା କରିଥିଲେ। ବିଶ୍ୱର ୨୦ଟି ଆଶ୍ଚର୍ଯ୍ୟରୁ ସାତ ଟିକୁ ସପ୍ତାଶ୍ଚର୍ଯ୍ୟର ମାନ୍ୟତା ଦିଆଯାଇଥିଲା ଯେହୁଁଥିରୁ ଭାରତର ତାଜମହଲ ପ୍ରଥମ ସ୍ଥାନ ପାଇଥିଲା।