From Wikipedia, the free encyclopedia
ଛାଞ୍ଚ:Travel guide
Saputara
સાપુતારા abode of serp | |
---|---|
Hill station | |
State | Gujarat |
District | Dang District |
Elevation | 1,000 m (3,000 ft) |
Population (2001) | |
• Total | ୬,୩୦୧ |
• Density | 3,151/km2 (8,160/sq mi) |
Languages | |
• Official | Gujarati |
Time zone | UTC+5:30 (IST) |
PIN | 394720 |
Telephone code | +02631 |
ଯାନବାହାନ ପଞ୍ଚୀକରଣ | GJ |
Website | http://www.saputara.net/ |
ସପୁତରା ଭାରତୀୟ ରାଜ୍ୟ ଗୁଜରାଟର ଡଙ୍ଗା ଜିଲ୍ଲାରେ ଏକ ଶୈଳ ନିବାସ ତଥା ମୁନସିପାଳ ସହର । ଏକ
ପଶ୍ଚିମ ଘାଟ ପର୍ବତମାଳର ଡାଙ୍ଗ ଜଙ୍ଗଲ ଅଞ୍ଚଳରେ ଏହି ଶୈଳ ନିବାସ ରହିଛି । ଏହି ରେଞ୍ଜର ପତ୍ତନ ପ୍ରାୟ 900 ମିଟର ।
ବ୍ୟୁପତ୍ତି ସପୁତରାର ଅର୍ଥ " ସର୍ପମାନଙ୍କ ଆବାସ " । ଏଠାରେ ନିକଟରେ ବହି ଯାଉଥିବା ସର୍ପଗଙ୍ଗା ନଦୀର ତଟରେ ସର୍ପ ମୂର୍ତିକୁ ଆଦିବାସୀ ମାନଙ୍କଦ୍ୱାରା ହୋଲି ସମୟରେ ପୂଜା କରାଯାଇଥାଏ ।
ସପୁତରା ସୁରାଟରୁ ୧୭୨ କିଲୋମିଟର ଦୂରରେ ଓ ମୁମ୍ବାଇଠାରୁ ୨୫୦ କିଲୋମିଟର ଦୂରରେ ଅବସ୍ଥିତ । ମହାରାଷ୍ଟ୍ର ରାଜ୍ୟ ସୀମାରେଖା ଏଠାରୁ ପ୍ରାୟ ୪ କିଲୋମିଟର ଦୂର ଦେଇ ଯାଇଛି । ସପୁତରାକୁ ଏକ ଉନ୍ନତ ଶୈଳ ନିବାସ କରିବା ପାଇଁ ସମସ୍ତ ପ୍ରକାର ସୁବିଢା ଦିଅ ଯାଇଛି । ଏଠାରେ ପରବତୟା ଆବାସ , ସ୍ୱୀମିଂ ପୁଲ , ବୋଟ କ୍ଲବ , ଥିଏଟର , ରୋପ-ୱେର ବ୍ୟବସ୍ଥା କରାଯାଇଛି । ଏଠାରେ ଏକ ମିଉଜିଅମ ମଧ୍ୟ ରହିଛି । ସପୁତରାଠାରୁ ୬୦ କିଲୋମିଟର ଦୂରରେ ବରଦୀପଡା ଅଭୟାରଣ୍ୟ ଓ ୫୨ କିଲୋମିଟର ଦୂରରେ ଗିରା ଜଳପ୍ରପାତ ଦର୍ଶନୀୟ ସ୍ଥାନ ହିସାବରେ ରହିଛି ।
ଏଠାରୁ ୪୬ କିଲୋମିଟରରେ ହିନ୍ଦୁ ଧର୍ମ ସ୍ଥଳୀ ସପ୍ତଶ୍ରୁଙ୍ଗୀକୁ ଯାଇ ହୁଏ । ଏଠାକୁ ଆସିବାକୁ ସୁରାଟ ବିମାନ ବନ୍ଦର ନିକଟତମ । ଏହା ୧୭୨ କିୟମିଟର ଦୂରରେ ଅଛି । ନିକଟସ୍ଥ ରେଳ ଷ୍ଟେସନ ବିଳିମୋରଠାରେ ରହିଛି ।[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.