From Wikipedia, the free encyclopedia
ଶ୍ରୀ ସତ୍ୟ ସାଇ ବାବା (ତେଲୁଗୁ: సత్య సాయిబాబా) (ଜନ୍ମ: ୨୩ ନଭେମ୍ବର ୧୯୨୬ ; ମୃତ୍ୟୁ: ୨୪ ଅପ୍ରେଲ ୨୦୧୧), ଶ୍ରୀ ସତ୍ୟ ସାଇ ବାବା (ଜନ୍ମ ନାମ - ସତ୍ୟ ନାରାୟଣ ରାଜୁ) ୨୩ ନଭେମ୍ବର ୧୯୨୬ ତାରିଖରେ ଆନ୍ଧ୍ର ପ୍ରଦେଶ ରାଜ୍ୟର ପୁଟ୍ଟପର୍ତି ଗ୍ରାମରେ ଜନ୍ମ ନେଇଥିଲେ । ବିଶ୍ୱ ସାରା ତାଙ୍କର ବହୁତ ଭକ୍ତ ଅଛନ୍ତି । ଭକ୍ତମାନେ ବାବାଙ୍କୁ ଶ୍ରୀ ସିରଡ଼ି ସାଈ ବାବାଙ୍କ ଅବତାର ମାନନ୍ତି । ବାବା ୨୪ ଅପ୍ରେଲ ୨୦୧୧ ତାରିଖରେ ଦେହତ୍ୟାଗ କରିଥିଲେ ।
ଶ୍ରୀ ସତ୍ୟ ସାଇ ବାବା | |
---|---|
ଧର୍ମ | ହିନ୍ଦୁ, |
ଜନ୍ମ ତାରିଖ | ୨୩ ନଭେମ୍ବର ୧୯୨୬ |
ଜନ୍ମସ୍ଥାନ | ପୁଟ୍ଟପର୍ତି, ଆନ୍ଧ୍ର ପ୍ରଦେଶ, ଭାରତ |
ଜନ୍ମ ନାମ | ସତ୍ୟନାରାୟଣ ରାଜୁ |
ତିରୋଧାନ | ୨୪ ଅପ୍ରେଲ ୨୦୧୧ ୮୪) | (ବୟସ
ତିରୋଧାନ ସ୍ଥାନ | ପୁଟ୍ଟପର୍ତି, ଆନ୍ଧ୍ର ପ୍ରଦେଶ, ଭାରତ |
ବାଣୀ | ସମସ୍ତଙ୍କୁ ପ୍ରେମ କର, ସମସ୍ତଙ୍କ ସେବା କର ସାହାଯ [1][2][3] |
ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ପୁଟ୍ଟପର୍ତୀ ଗ୍ରାମରେ ଏକ ସାଧାରଣ ପରିବାରରେ ଜନ୍ମ ହେଇଥିଲେ I ସେ ୨୦ ଅକ୍ଟୋବର ୧୯୪୦ରେ ୧୪ ବର୍ଷ ବୟସରେ ନିଜକୁ ଶିରିଡି ସାଇବାବାଂକ ଅବତାର ବୋଲି କହିଥିଲେ I ଯେଉଁ ବ୍ୟକ୍ତି ତାଙ୍କ ସାମନାରେ ଶିରିଡି ସାଇ ବାବାଂକ ବିଷୟରେ କଥାବାର୍ତା ହେଉଥିଲେ ତାଙ୍କୁ ନିଜର ପୁର୍ବ ଶରୀର ବୋଲି କହୁଥିଲେ I
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.