ଶମ୍ମି କପୁର
From Wikipedia, the free encyclopedia
ଶମ୍ମି କପୁର, (୨୧ ଅକ୍ଟୋବର ୧୯୩୧ - ୧୪ ଅଗଷ୍ଟ ୨୦୧୧) ହିନ୍ଦୀ କଥାଚିତ୍ର ଜଗତରେ ଜଣେ ଅଭିନେତା ଓ ନିର୍ଦ୍ଦେଶକ ଥିଲେ ୧୯୩୧ ମସିହା ଅକ୍ଟୋବର ୨୧ ତାରିଖରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ ୨୦୧୧ମସିହା ଅଗଷ୍ଟ ୧୪ ତାରିଖ ଦିନ ମୁମ୍ବାଇର ବ୍ରିଚକାଣ୍ଡି ଡାକ୍ତରଖାନାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ତାଙ୍କର ବାଲ୍ୟକାଳ କୋଲକାତାରେ କଟିଥିଲା ୧୯୫୩ ମସିହାରେ ସେ ଜୀବନ ଜ୍ୟୋତି ନାମରେ ନିର୍ମିତ ଏକ ହିନ୍ଦୀ ଚଳଚ୍ଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରି ସେ ପ୍ରାୟ ୭୫ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ