![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/b/b4/Pachmarhi_valley_Madhya_Pradesh_INDIA.jpg/640px-Pachmarhi_valley_Madhya_Pradesh_INDIA.jpg&w=640&q=50)
ଶତପୁରା ରେଞ୍ଜ
From Wikipedia, the free encyclopedia
ଶତପୂରା ଏକ ଭାରତୀୟ ପର୍ବତ ଶ୍ରେଣୀ । ଏହା ପୂର୍ବ ଗୁଜରାଟ ରାଜ୍ୟରୁ ଆରମ୍ଭ ହେଇ ମହାରାଷ୍ଟ୍ର ସୀମା , ମଧ୍ୟପ୍ରଦେଶ ଓ ଛତିଶଗଦ ପର୍ଯ୍ୟନ୍ତ ବ୍ୟାପ୍ତ । ଏହା ଉତ୍ତରାଞ୍ଚଳର ବିନ୍ଦ୍ୟ ପର୍ବତମାଳା ସହ ସମାନ୍ତରାଳ ଭାବରେ ଯାଇଥାଏ । ଏହି ଦୁଇ ପାର୍ବତ୍ଯ ମାଲା ଭରତକୁ ଇଣ୍ଡୋ-ଗଙ୍ଗୀୟ ସମତାଳଭୂମି ଓ ଡେକାନ ମାଳଭୂମିରେ ବିଭକ୍ତ କରେ । ନର୍ମଦା ନଦୀ ଶତପୂରା ରେଞ୍ଜର ଉତ୍ତରାଞ୍ଚଳ ରୁ ବାହାରି ଆରବ ସାଗର ଯାଇ ପ୍ରବାହିତ ହେଇଥାଏ ।ତପ୍ତି ନଦୀ ଶତପୁରାର ପୂର୍ବ କେନ୍ଦ୍ର ଅଞ୍ଚଳରୁ ବାହାରି ସୁରାଟଠାରେ ଆରବ ସାଗରରେ ପତିତ ହୁଏ । ଦେକ୍କାକ୍ନ ମାଳଭୂମିର ଜଳ ଗୋଦାବରୀ ଓ ମହାନଦୀଦ୍ୱାରା ବାହିତ ହେଇ ବଙ୍ଗୋପସାଗରରେ ପତିତ ହୁଏ ।
Quick Facts ଶତପୁରା ରେଞ୍ଜ सतपुड़ा पर्वत, Elevation ...
ଶତପୁରା ରେଞ୍ଜ सतपुड़ा पर्वत | |
---|---|
![]() Pachmarhi valley | |
Elevation | ୧,୩୫୦ m (୪,୪୨୯ ft) |
Location | |
Topographic map of India showing the Satpura range in the Central region | |
Coordinates | 22°27′2″N 78°22′14″E |
Close