From Wikipedia, the free encyclopedia
ଲୋଭାଷ୍ଟାଟିନ,ଏକ ବ୍ୟବସାୟୀକ ନାମ ମେଭାକୋର ବ୍ରାଣ୍ଡ, ଏକ ପ୍ରକାର ଷ୍ଟାଟିନ ଔଷଧ ଯାହା ଉଚ୍ଚ ରକ୍ତ କୋଲେଷ୍ଟେରୋଲ ଚିକିତ୍ସା ପାଇଁ ଏବଂ ହୃଦରକ୍ତନାଳୀ ରୋଗର ଆଶଙ୍କା କମାଇବା ପାଇଁ ଦିଆଯାଏ | [2] ଜୀବନଶୈଳୀ ପରିବର୍ତ୍ତନ ସହିତ ଏହାର ବ୍ୟବହାରକୁ ସୁପାରିଶ କରାଯାଏ | [3] ଏହା ପାଟିରେ ଦିଆଯାଏ | [3]
Clinical data | |
---|---|
Trade names | Mevacor, Altocor, others |
Synonyms | Monacolin K, Mevinolin |
AHFS/Drugs.com | monograph |
MedlinePlus | a688006 |
data |
|
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | <5%[1] |
Protein binding | >98%[1] |
Metabolism | Hepatic (CYP3A and CYP2C8 substrate)[1] |
Elimination half-life | 2–5 hours[1] |
Excretion | Faeces (83%), urine (10%)[1] |
Identifiers | |
IUPAC name
| |
ECHA InfoCard | 100.115.931 |
Chemical and physical data | |
Formula | C24H36O5 |
Molar mass | ୪୦୪.୫୫ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, କୋଷ୍ଠକାଠିନ୍ୟ, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ରାସ୍ ଏବଂ ଶୋଇବାରେ ଅସୁବିଧା ହୋଇପାରେ | [2] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, , ରାବଡୋମାୟୋଲାଇସିସ, ଏବଂ ବୃକ୍କ ବିଫଳତା ହୋଇପାରେ | [3] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ଏବଂ ସ୍ତନ୍ୟପାନ ସମୟରେ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ | [4] ଏହା ଏଚଏମଜି-ସିଓଏ ରିଡକ୍ଟେଜ ଏଞ୍ଜାଇମକୁ ଅବରୋଧ କରି ଯକୃତଦ୍ୱାରା ସୃଷ୍ଟି ହେଉଥିବା କୋଲେଷ୍ଟେରୋଲ କ୍ଷମତାକୁ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ | [3]
ଲୋଭାଷ୍ଟାଟିନ ୧୯୭୯ ମସିହାର ପେଟେଣ୍ଟ ହୋଇଥିଲା ଏବଂ ୧୯୮୭ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା [5] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [2] ଯୁକ୍ତରାଷ୍ଟ୍ରରେ ଏହାର ହୋଲସେଲ ମୂଲ୍ୟ ପ୍ରାୟ ୦.୦୫ ଡଲାର ଅଟେ। [6] ୨୦୧୭ ମସିହାରେ ଏହାର ନଅ ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ହୋଇ ଯୁକ୍ତରାଷ୍ଟ୍ରର ୮୪ତମ ସାଧାରଣ ପ୍ରେସକ୍ରିପସନ୍ ଔଷଧ ଥିଲା | [7] [8] ୨୦୦୯ରେ ଯୁକ୍ତରାଜ୍ୟରେ ଲୋଭାଷ୍ଟାଟିନ୍ ଉପଲବ୍ଧ ନଥିଲା | [9]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.