![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/1/12/Loperamide.svg/langor-640px-Loperamide.svg.png&w=640&q=50)
ଲୋପେରାମାଇଡ
From Wikipedia, the free encyclopedia
ଲୋପେରାମାଇଡ, ଔଷଧ ଇମୋଡିଅମ ନାମରେ ବିକ୍ରି ହେଲେ ମଧ୍ୟ ଅନେକ ଅନ୍ୟ ନାମରେ ମିଳେ,[1] ଓ ବାରମ୍ବାର ତରଳ ଝାଡ଼ା ହେଉଥିଲେ ତାହାର ହାର କମେଇବାକୁ ଦିଆଯାଏ ।[2] ଏହି କାରଣ ନିମନ୍ତେ ଏହା ଅନ୍ୟ ରୋଗ ଯଥା ପାକସ୍ଥଳୀ-ଅନ୍ତନଳୀ ପ୍ରଦାହ, ଇନଫ୍ଲାମେଟରି ବାୱେଲ ଡିଜିଜ, ଓ ସର୍ଟ ବାୱେଲ ସିଣ୍ଡ୍ରୋମ. ଏହା ଝାଡ଼ାରେ ରକ୍ତ ପଡ଼ିଲେ ଦିଆଯାଏ ନାହିଁ । ଏହି ଖାଇବାକୁ ଦିଆଯାଏ ।[2]
![]() | |
![]() | |
Clinical data | |
---|---|
Pronunciation | /loʊˈpɛrəmaɪd/ |
Trade names | Imodium, others[1] |
Synonyms | R-18553 |
AHFS/Drugs.com | monograph |
MedlinePlus | a682280 |
Pregnancy category |
|
Routes of administration | Oral |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 0.3% |
Protein binding | 97% |
Metabolism | Liver (extensive) |
Elimination half-life | 9-14 hours[2] |
Excretion | Faeces (30-40%), urine (1%) |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.053.088 ![]() |
Chemical and physical data | |
Formula | C29H33ClN2O2 |
Molar mass | 477.037 g/mol (513.506 with HCl) |
3D model (JSmol) | |
SMILES
| |
InChI
| |
![]() ![]() |
ଏହି ଔଷଧର ମୁଖ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ କୋଷ୍ଠବଦ୍ଧ, ନିଦ୍ରାହାନୀ, ବାନ୍ତି ଓ ଶୁଖିଲା ପାଟି ଉଲ୍ଲେଖଯୋଗ୍ୟ । ଟକ୍ସିକ ମେଗାକୋଲୋନ ହେବା ସଙ୍କଟ ମଧ୍ୟ ରହେ ।[2] ଗର୍ଭାବସ୍ଥାରେ ଏହି ଔଷଧ ପ୍ରୟୋଗର ନିରାପତ୍ତା ଯଦିଓ ସନ୍ଦେହଜନକ ତେବେ କୌଣସି କ୍ଷତି ହେବାର ପ୍ରମାଣ ମିଳିନାହିଁ । [3] ଏହା ସ୍ତନ୍ୟପାନ ସମୟରେ ଦେଲେ ନିରାପଦ ।[4] ଏହା ଏକ ପ୍ରକାର ଓପିଅଏଡ (opioid) ଯାହା ଅବଶୋଷିତ ହୋଇପାରେ ନାହିଁ । [5] ଅନ୍ତନଳୀର ସଙ୍କୋଚନ ଧୀର କରିଦିଏ । [2]
ଲୋପେରାମାଇଡ ସନ ୧୯୬୯ରେ ପ୍ରଥମେ ତିଆରି ହୋଇଥିଲା ଓ ଚିକିତ୍ସାରେ ସନ ୧୯୭୬ରେ ବ୍ୟବହୃତ ହୋଇଥିଲା ।[6] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[7] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଓ ଦାମିକା ନୁହେଁ ।[2][8] ଏହାର ହୋଲସେଲ ମୂଲ୍ୟ ଏକ ଡୋଜ ପିଛା ପ୍ରାୟ ୦.୦୦୪ରୁ ୦.୦୪ ଆମେରିକୀୟ ଡଲାର ।[9] ଆମେରିକାରେ ଏହାର ଡୋଜ ପିଛା ମୂଲ୍ୟ ୦.୨୦ ଆମେରିକୀୟ ଡଲାର । [2]