![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/1/18/Remifentanil2DCSDS.svg/langor-640px-Remifentanil2DCSDS.svg.png&w=640&q=50)
ରେମିଫେଣ୍ଟାନିଲ
ଏହା ଏକ ଅଫିମ ସମ୍ପର୍କୀୟ (ଓପିଓଏଡ) ଔଷଧ ଯାହା ନିଶ୍ଚେତକ ଦେବା ସମୟରେ ଯନ୍ତ୍ରଣା ନିବାରଣ ଚିକିତ୍ସା ପାଇଁ ବ୍ୟବହ / From Wikipedia, the free encyclopedia
ରେମିଫେଣ୍ଟାନିଲ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଅଲ୍ଟିଭା, ହେଉଛି ଏକ ଅଫିମ ସମ୍ପର୍କୀୟ (ଓପିଓଏଡ) ଔଷଧ ଯାହା ନିଶ୍ଚେତକ ଦେବା ସମୟରେ ଯନ୍ତ୍ରଣା ନିବାରଣ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[1] ଏହା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[1]ଔଷଧର ପ୍ରଭାବ ୯୦ ସେକେଣ୍ଡ ମଧ୍ୟରେ ଆରମ୍ଭ ହୋଇ ୧୫ ମିନିଟ୍ ପର୍ଯ୍ୟନ୍ତ ରହିଥାଏ ।[1]
![]() | |
Clinical data | |
---|---|
Trade names | Ultiva, others |
Synonyms | methyl 1-(2-methoxycarbonylethyl)-4-(phenyl-propanoyl-amino)-piperidine-4-carboxylate |
AHFS/Drugs.com | monograph |
Pregnancy category |
|
Routes of administration | Intravenous |
Legal status | |
Legal status |
|
Pharmacokinetic data | |
Bioavailability | Not applicable (intravenous administration) |
Protein binding | 70% (bound to plasma proteins) |
Metabolism | cleaved by non-specific plasma and tissue esterases |
Onset of action | Within 90 sec[1] |
Elimination half-life | 1-20 minutes |
Duration of action | Up to 15 minutes[1] |
Identifiers | |
IUPAC name
| |
ECHA InfoCard | 100.211.201 ![]() |
Chemical and physical data | |
Formula | C20H28N2O5 |
Molar mass | ୩୭୬.୪୫ g·mol−1 |
3D model (JSmol) | |
Melting point | 5 °C (41 °F) |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ୱାସକ୍ରିୟା ହ୍ରାସ, ମନ୍ଥର ହୃତ୍ସ୍ପନ୍ଦନ, ନିମ୍ନ ରକ୍ତଚାପ, କଠିନ ମାଂସପେଶୀ, ବାନ୍ତି, ଏବଂ ଗଲୁ ହୋଇପାରେ ।[1] ବ୍ୟବହାର ପରେ ୨୪ ଘଣ୍ଟା ପାଇଁ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବା ସୁପାରିଶ କରାଯାଏ ନାହିଁ ।[2] ଏହା ଏମ ଓପିଅଏଡ଼ ରିସେପ୍ଟରକୁ ସକ୍ରିୟ କରି କାର୍ଯ୍ୟକ୍ଷମ ହୁଏ ।[1]
୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ରେମିଫେଣ୍ଟାନିଲକୁ ଅନୁମୋଦନ କରାଯାଇଥିଲା ।[1] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[2] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ୧ ମିଗ୍ରାର ମୂଲ୍ୟ ପ୍ରାୟ ୫ ପାଉଣ୍ଡ ଅଟେ ।[1] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫୫ ଡଲାର ଅଟେ ।[3] ଯୁକ୍ତରାଷ୍ଟ୍ରରେ ଏହାକୁ ଏକ ଅନୁସୂଚୀତ ୨ ନିୟନ୍ତ୍ରିତ ପଦାର୍ଥ ଭାବରେ ବର୍ଗୀକୃତ କରାଯାଇଛି ।[1]