ରିଆ (ଉପଗ୍ରହ)
From Wikipedia, the free encyclopedia
ରିଆ (ଇଂରାଜୀରେ Rhea) ଶନି ଗ୍ରହର ଦ୍ୱିତୀୟ ବୃହତ୍ତମ ପ୍ରାକୃତିକ ଉପଗ୍ରହ ଏବଂ ବ୍ୟାସର ମାପ ଅନୁସାରେ ଆମ ସୌର ମଣ୍ଡଳର ନବମ ସର୍ବବୃହତ୍ ଚନ୍ଦ୍ର (ପ୍ରାକୃତିକ ଉପଗ୍ରହ) । ସୌର ମଣ୍ଡଳରେ ଯେଉଁ ସବୁ କ୍ଷୁଦ୍ର ଗ୍ରହ ଉପଗ୍ରହମାନଙ୍କ ମାପ ନିଆଯାଇପାରିଛି ଓ ସେମାନଙ୍କ ଆକାର ଗୋଲକ ପରି ବୋଲି ପ୍ରମାଣିତ ହୋଇଛି ସେମାନଙ୍କ ମଧ୍ୟରେ ରିଆ ଦ୍ୱିତୀୟ କ୍ଷୁଦ୍ରତମ (ବାମନ ଗ୍ରହ “ସିରିଜ୍ (Ceres)” ପ୍ରଥମ) ।[7][8] ୧୬୭୨ ମସିହାରେ ଜିଓଭାନି ଡୋମେନିକୋ କ୍ୟାସିନି ରିଆ ଉପଗ୍ରହର ଆବିଷ୍କାର କରିଥିଲେ ।
Quick Facts Discovery, Discovered by ...
Discovery | |||||||
---|---|---|---|---|---|---|---|
Discovered by | ଜିଓଭାନି ଡୋମେନିକୋ କ୍ୟାସିନି[1] | ||||||
Discovery date | ୧୬୭୨ ମସିହା ଡିସେମ୍ବର ୨୩[1] | ||||||
Designations | |||||||
Alternative names | ଶନି ୫ (Saturn V) | ||||||
Adjective | ରିଆନ୍ | ||||||
Orbital characteristics [2] | |||||||
Semi-major axis | ୫୨୭୧୦୮ କି.ମି. | ||||||
Eccentricity | ୦.୦୦୧୨୫୮୩ | ||||||
Orbital period | ୪.୫୧୮୨୧୨ ଦିନ | ||||||
Average orbital speed | ୮.୪୮ କି.ମି. ପ୍ରତି ସେକେଣ୍ଡ୍ | ||||||
Inclination | ୦.୩୪୫° (ଶନିର ବିଷୁବ ରେଖା ପ୍ରତି) | ||||||
Satellite of | ଶନି | ||||||
Physical characteristics | |||||||
Dimensions | ୧୫୩୨.୪ × ୧୫୨୫.୬ × ୧୫୨୪.୪ ଘନ କିଲୋମିଟର [3] | ||||||
Surface area | ୭୩୩୭୦୦୦ ବର୍ଗ କିଲୋମିଟର | ||||||
Mass | (୨.୩୦୬୫୧୮ ± ୦.୦୦୦୩୫୩) × ୧୦୨୧ କିଲୋଗ୍ରାମ[4] (~ ପୃଥିବୀ ବସ୍ତୁତ୍ୱର ୩.୯ × ୧୦-୪ ଗୁଣ) | ||||||
Mean density | ୧.୨୩୬ ± ୦.୦୦୫ ଗ୍ରାମ୍/ସେ.ମି.୩[3] | ||||||
Equatorial surface gravity | ୦.୨୬୪ ମି. /ସେକେଣ୍ଡ୨ | ||||||
Escape velocity | ୦.୬୩୫ କି.ମି. ପ୍ରତି ସେକେଣ୍ଡ୍ | ||||||
Rotation period | ୪.୫୧୮୨୧୨ ଦିନ | ||||||
Axial tilt | ଶୂନ | ||||||
Albedo | ୦.୯୪୯ ± ୦.୦୦୩ [5] | ||||||
Surface temp. କେଲ୍ଭିନ୍ |
| ||||||
Apparent magnitude | ୧୦ [6] | ||||||
Close