ରାଲୋକ୍ସିଫେନ
ଯୌଗିକ ରାସାୟନିକ ପଦାର୍ଥ / From Wikipedia, the free encyclopedia
ରାଲୋକ୍ସିଫେନ (ଇଂରାଜୀ ଭାଷାରେ Raloxifene, ଏକ ବିକ୍ରୟ ନାମ ଏଭିସ୍ଟା/ Evista) ଯାହା ଗ୍ଲୁକୋକର୍ଟିକଏଡ (glucocorticoids) ଓ ଋତୁବନ୍ଦ ପରବର୍ତ୍ତୀ କାଳର (postmenopausal) ଓଷ୍ଟିଓପୋରୋସିସ ରୋଗର ଚିକିତ୍ସାରେ ଦିଆଯାଏ ।[3] ଓଷ୍ଟିଓପୋରୋସିସ ରୋଗରେ ଏହା ବାଇଫସଫୋନେଟ (bisphosphonates) ଅପେକ୍ଷା କମ ପସନ୍ଦ କରାଯାଏ ।[3] ସ୍ତନ କର୍କଟ ରୋଗ ସଙ୍କଟ କମେଇବା ନିମନ୍ତେ ଏହା ଦିଆଯାଏ ।[3] ଏହା ପାଟିରେ ଦିଆଯାଏ । [3]
Clinical data | |
---|---|
Trade names | Evista, Optruma, others |
Synonyms | Keoxifene; Pharoxifene; LY-139481; LY-156758; CCRIS-7129 |
AHFS/Drugs.com | monograph |
MedlinePlus | a698007 |
data | |
Pregnancy category |
|
Routes of administration | By mouth |
Drug class | Selective estrogen receptor modulator |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 2.0%[1] |
Protein binding | >95%[1] |
Metabolism | Liver, intestines (glucuro- nidation);[1][2] CYP450 system not involved[1] |
Elimination half-life | 27.7 hours[1] |
Excretion | Feces[1] |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
ChEBI | |
ChEMBL |
|
PDB ligand | |
ECHA InfoCard | 100.212.655 |
Chemical and physical data | |
Formula | C28H27NO4S |
Molar mass | 473.584 g/mol |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପ୍ରତିକ୍ରିୟାରେ ଗୋଡ଼ କ୍ରାମ୍ପ (leg cramp), ଫୁଲା, ଗଣ୍ଠି ଯନ୍ତ୍ରଣା ଓ ହଟ ଫ୍ଲାସ (hot flashes) ହୋଇପାରେ ।[3] ପ୍ରତିକ୍ରିୟା ସାଂଘାତିକ ହେଲେ ଜମାଟ ରକ୍ତ (blood clots) ଓ ସ୍ଟ୍ରୋକ୍ ହୋଇପାରେ ।[3] ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରିଥାଏ ।[3] ଋତୁ ଲକ୍ଷଣ (menstrual symptoms) ଅଧିକ ହୋଇଥାଏ ।[4] ରାଲୋକ୍ସିଫେନ ଏକ ସିଲେକ୍ଟିଭ ଏସ୍ଟ୍ରୋଜେନ ରିସେପ୍ଟର ମୋଡ୍ୟୁଲେଟର (selective estrogen receptor modulator/ SERM) ହୋଇଥିବା ଯୋଗୁ ଏସ୍ଟ୍ରୋଜେନ ରିସେପ୍ଟରର (estrogen receptor/ ER) ମିଶ୍ରିତ ଅଗୋନିସ୍ଟ-ରିସେପ୍ଟର ଆଣ୍ଟାଗୋନିସ୍ଟ (agonist–antagonist) ହୋଇଥାଏ । [3] ଅସ୍ଥି ଉପରେ ଏହାର ଏକ ଏସ୍ଟ୍ରୋଜେନିକ (estrogen) ପ୍ରଭାବ ଓ ସ୍ତନ ତଥା ଜରାୟୁ ଉପରେ ଏକ ଆଣ୍ଟିଏସ୍ଟ୍ରଜେନ (antiestrogenic) ପ୍ରଭାବ ଥାଏ ।[3]
ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ରାଲୋକ୍ସିଫେନ ସନ ୧୯୯୭ରେ ସ୍ୱୀକୃତ ହୋଇଥିଲା ।[3] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[3][5] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଔଷଧ ପିଛା ପ୍ରାୟ ୩.୫୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[5] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୧୬ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[6] ସନ ୨୦୧୬ରେ ଏହାର ଏକ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୨୯୪ତମ ସ୍ଥାନରେ ଥିଲା । [7]