ରତ୍ନ ମଞ୍ଜରୀ ଦେବୀ
ଓଡ଼ିଆ ରାଜନୀତିଜ୍ଞ / From Wikipedia, the free encyclopedia
ରତ୍ନ ମଞ୍ଜରୀ ଦେବୀ (୧ ଜାନୁଆରୀ ୧୯୩୫ - ୨୧ ଜାନୁଆରୀ ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ତଥା ଗଞ୍ଜାମ ଜିଲ୍ଲାର ମହୁରୀ ରାଜବାଟୀର ରାଣୀ ଥିଲେ ।[1] ସେ ଓଡ଼ିଶା ବିଧାନ ସଭାର ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ରତ୍ନ ମଞ୍ଜରୀ ଦେବୀ ସ୍ୱାଧୀନ ପ୍ରାର୍ଥୀ ଭାବରେ ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କୁ ପରାସ୍ତ କରି ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[2]
Quick Facts ରତ୍ନ ମଞ୍ଜରୀ ଦେବୀ, ବିଧାୟିକା: ୭ମ ଓଡ଼ିଶା ବିଧାନ ସଭା ...
ରତ୍ନ ମଞ୍ଜରୀ ଦେବୀ | |
---|---|
ବିଧାୟିକା: ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୮୫ | |
ପୂର୍ବ ଅଧିକାରୀ | ବିନାୟକ ଆଚାର୍ଯ୍ୟ |
ପର ଅଧିକାରୀ | କୃଷ୍ଣ ଚନ୍ଦ୍ର ପଟ୍ଟନାୟକ |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1935-01-01)୧ ଜାନୁଆରୀ ୧୯୩୫ |
ମୃତ୍ୟୁ | ୨୧ ଜାନୁଆରୀ ୨୦୧୯(2019-01-21) (ବୟସ ୮୪) |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ଜୀବନ ସାଥୀ | ଶିଶିର କୁମାର ନରେନ୍ଦ୍ର ଦେବ |
ସନ୍ତାନ | ୨ ପୁଅ ଓ ୧ ଝିଅ |
ବାପା/ବୋଉ | ନାଗେଶ୍ୱର ବକ୍ସି ରାୟ (ବାପା) |
ବୃତ୍ତି | ରାଜନୀତିଜ୍ଞ |
Close