![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/f/f8/Ratan_Tata_photo.jpg/640px-Ratan_Tata_photo.jpg&w=640&q=50)
ରତନ ଟାଟା
From Wikipedia, the free encyclopedia
ଶ୍ରୀ ରତନ ନାଭାଲ ଟାଟା (ଜନ୍ମ - ୨୮ ଡିସେମ୍ବର, ୧୯୩୭) ଜଣେ ଭାରତୀୟ ଶିଳ୍ପପତି ଯିଏକି ୧୯୯୧ଠାରୁ ଟାଟା ଗ୍ରୁପର ଅଧ୍ୟକ୍ଷ ଅଛନ୍ତି ।[1] ସେ ପ୍ରମୁଖ ଭାରତୀୟ ଶିଳ୍ପପତି ତଥା ସମାଜସେବୀ ଟାଟା ବଂଶଜ ଅଟନ୍ତି ।
Quick Facts ରତନ ଟାଟା, ଜନ୍ମ ...
ରତନ ଟାଟା | |
---|---|
![]() | |
ଜନ୍ମ | ୨୮ ଡିସେମ୍ବର ୧୯୩୭ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | କର୍ଣେଲ ବିଶ୍ୱବିଦ୍ୟାଳୟ ହାର୍ବାର୍ଡ ବିଶ୍ୱବିଦ୍ୟାଳୟ |
ବୃତ୍ତି | ଟାଟା ଗ୍ରୁପର ଅଧ୍ୟକ୍ଷ |
ସକ୍ରିୟ ବର୍ଷ | ୧୯୬୨-୨୦୧୨ |
ବୈବାହିକ-ସାଥୀ | ଅବିବାହିତ |
ପୁରସ୍କାର | ଆଜୀବନ ପାରଦର୍ଶିତା ପୁରସ୍କାର (୨୦୧୨) ପଦ୍ମ ବିଭୂଷଣ (୨୦୦୮) ପଦ୍ମ ଭୂଷଣ (୨୦୦୦) ନାଇଟ ବା ସାର (୨୦୦୯) |
ଦସ୍ତଖତ | |
Ratan Tata signature |
Close
ତାଙ୍କ ଜୀବନ କାଳ ମଧ୍ୟରେ ସେ ଅନେକ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ସେଗୁଡିକ ମଧ୍ୟରୁ ୨୦୦୦ ମସିହାରେ ପଦ୍ମ ଭୂଷଣ ଏବଂ ୨୦୦୮ ମସିହାରେ ପଦ୍ମ ବିଭୂଷଣ ତଥା ୨୦୧୨ ମସିହାରେ ରକଫେଲାର ଫାଉଣ୍ଡେସନଦ୍ୱାରା ଆଜୀବନ ପାରଦର୍ଶିତା ପାଇଁ ପୁରସ୍କୃତ ହୋଇଥିବା ପ୍ରମୁଖ । [2][3] ସେ ମଧ୍ୟ ଭାରତର ସର୍ବାଧିକ ଶକ୍ତିଶାଳୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ପରିଚିତ । [4]