ସେକ୍ସ, ଶାରୀରିକ ସମ୍ବନ୍ଧ From Wikipedia, the free encyclopedia
ଶାରୀରିକ ସଂଭୋଗ (ସହବାସ, ମୈଥୁନ, ଯୌନ କ୍ରିୟା, କାମ କ୍ରୀଡ଼ା ଓ ସମ୍ଭୋଗ ଆଦି ନାମରେ ଜଣା) ସାଧାରଣତଃ ଭାବେ ଯୌନସୁଖ କିମ୍ବା ପ୍ରଜନନ ଓ ଉଭୟ କାରଣ ସକାଶେ ପାଇଁ ପୁରୁଷର ଲିଙ୍ଗକୁ ସ୍ତ୍ରୀର ଯୋନି ମଧ୍ୟରେ ପଶାଇବାକୁ ବୁଝାଇଥାଏ।ଏହା ବହୁତ ପ୍ରକାର ର।ଏହାକୁ ଅନେକ ଶ୍ରେଣୀରେ ବିଭକ୍ତ କରାଯାଇଛି। ।[1][2][3][4]
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.