ମେରାଇନ ଡ୍ରାଇଭ, ମୁମ୍ବାଇ
From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Quick Facts Marine Drive मरीन ड्राईव्हQueen's Necklace ...
Close
ମେରାଇନ ଡ୍ରାଇଭ ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇ ମହାନଗରର ଦକ୍ଷିଣ ମୁମ୍ବାଇରେ ସମୁଦ୍ର କୁଳକୁ ଲାଗି ରହିଥିବା ଏକ ୩.୫ କିଲୋମିଟର ଦୀର୍ଘ ସମୁଦ୍ର ତଟ ରାସ୍ତା । ଏହା C ଆକୃତିର ଏକ ୬-ଲେନ ବିଶିଷ୍ଟ ପ୍ରଶସ୍ତ କଂକ୍ରିଟ ନିର୍ମିତ ରାସ୍ତା । ଏହା ନାରୀମାନ ପଏଣ୍ଟରୁ ବାବୁଳନାଥ ଓ ମାଲାବାର ପାହାଡକୁ ସଂଯୋଗ କରିଥାଏ । ସମୁଦ୍ର ଭିତରୁ ଉଦ୍ଧାର କରାଯାଇଥିବା ସ୍ଥାନରେ ଏହି ମେରାଇନ ଡ୍ରାଇଭ ନିର୍ମାଣ କରାଯାଇଛି ।ରାତ୍ର କାଳରେ ଉଛ ସ୍ଥାନରୁ ଦେଖିଲେ ରାସ୍ତା ଆଲୋକମାଳାରେ ସଜ୍ଜିତ ଏହି ସ୍ଥାନ ଏକ ମୁକ୍ତା ଖଚିତ ହାର ପରି ଦୃଶ୍ୟମାନ ହେଇଥିବାରୁ ମେରାଇନ ଡ୍ରାଇଭକୁ " କୁଇନ୍ସ ନେକଳସେ " ବୋଲି କୁହାଯାଇଥାଏ ।