ମେଘନାଦ ସାହା
ଭାରତୀୟ ପଦାର୍ଥ ବିଜ୍ଞାନୀ / From Wikipedia, the free encyclopedia
ମେଘନାଦ ସାହା (୬ ଅକ୍ଟୋବର ୧୮୯୩ – ୧୬ ଫେବୃଆରୀ ୧୯୫୬) ଜଣେ ପ୍ରସିଦ୍ଧ ଭାରତୀୟ ପଦାର୍ଥ ବିଜ୍ଞାନୀ। ସେ ସାହା ସମିକରଣର ପ୍ରତିପାଦନ ପାଇଁ ପ୍ରସିଦ୍ଧ ଥିଲେ । ଏହା ସମୀକରଣ ତାରୋରେ ଭୌତିକ ଏବଂ ରାସାୟନିକ ସ୍ଥିତିର ବ୍ୟାଖ୍ୟା କରିଥାଏ । ତାଙ୍କ ଅଧ୍ୟକ୍ଷତାରେ ଗଠିତ ବିଦ୍ୱାନଙ୍କ ଏକ ସମିତି "ଭାରତର ରାଷ୍ଟ୍ରୀୟ ପଞ୍ଚାଗ"ର ମଧ୍ୟ ସଂଶୋଧନ କଲେ , ଯାହା ୨୨ ମାର୍ଚ୍ଚ , ୧୯୫୭ରେ ଲାଗୁ କରାଗଲା । [1] ସେ "ସାହା ନାଭିକୀୟ ଭୌତିକ ସଂସ୍ଥାନ" ତଥା "ଇଣ୍ଡିଆନ ଏସୋସିଏସନ ଫର୍ ଦି କଲଟିଭେସନ ଅଫ୍ ସାଇନ୍ସ" ନାମକ ଦୁଇ ମହତ୍ତ୍ୱପୂର୍ଣ୍ଣ ସଂସ୍ଥାର ସ୍ଥାପନ କରିଥିଲେ । ସେ ଜଣେ ବୈଜ୍ଞାନିକ ସ୍ୱାଧୀନ ଭାବେ ଲଢ଼ି ଲୋକ ସଭାର ସଦସ୍ୟ ହୋଇ ପରମାଣୁ ଶକ୍ତି ଉତ୍ପାଦନ ପାଇଁ ଓ ଦେଶକୁ ପରମାଣୁ ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବି କରାଇବା ନିମନ୍ତେ ପ୍ରୟାସ କରିଥିଲେ ।
Quick Facts ମେଘନାଦ ସାହା, ଜନ୍ମ ...
ମେଘନାଦ ସାହା | |
---|---|
![]() ମେଘନାଦ ସାହା ବର୍ଲିନ ରେ, ୧୯୨୧ | |
ଜନ୍ମ | (1893-10-06)୬ ଅକ୍ଟୋବର ୧୮୯୩ |
ମୃତ୍ୟୁ | ୧୬ ଫେବୃଆରୀ ୧୯୫୬(1956-02-16) (ବୟସ ୬୨) |
ଜାତୀୟତା | ଭାରତୀୟ ![]() |
ଶିକ୍ଷାନୁଷ୍ଠାନ | ଢାକା କଲେଜ ପ୍ରେସିଡେନ୍ସି କଲେଜ, କଲିକତା ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | तापीय आयनीकरण |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ଭୌତିକ |
କର୍ମାନୁଷ୍ଠାନ | ଆଲାହାବାଦ ବିଶ୍ୱବିଦ୍ୟାଳୟ କଲିକତା ବିଶ୍ୱବିଦ୍ୟାଳୟ |
Close