![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/1/1c/Gandhi_at_Dandi_5_April_1930.jpg/640px-Gandhi_at_Dandi_5_April_1930.jpg&w=640&q=50)
ମିଥୁବେନ ପେଟିଟ
ଭାରତୀୟ ସ୍ୱତନ୍ତ୍ରତା ସେନାନୀ / From Wikipedia, the free encyclopedia
ମିଥୁବେନ ହରମୁଜୀ ପେଟିଟ (୧୧ ଏପ୍ରିଲ ୧୮୯୨ - ୧୬ ଜୁଲାଇ ୧୯୭୩) ମହାତ୍ମା ଗାନ୍ଧୀଙ୍କ ଦାଣ୍ଡି ସତ୍ୟାଗ୍ରହରେ[1][2] ଅଂଶଗ୍ରହଣ କରିଥିବା ଭାରତୀୟ ସ୍ୱାଧିନତା ମହିଳା କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରୁ ଜଣେ ଥିଲେ ।[3][4]
![Thumb image](http://upload.wikimedia.org/wikipedia/commons/thumb/1/1c/Gandhi_at_Dandi_5_April_1930.jpg/640px-Gandhi_at_Dandi_5_April_1930.jpg)