![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/8/83/Arakuzha_Syrian_Catholic_Church.jpg/640px-Arakuzha_Syrian_Catholic_Church.jpg&w=640&q=50)
ମାର୍ଥ ମାରିଆମ ସ୍ୟରୋ-ମାଲାବାର କଥୋଲିକ ଫୋରାନେ ଚର୍ଚ
From Wikipedia, the free encyclopedia
ମାର୍ଥ ମାରିଆମ ସ୍ୟରୋ-ମାଲାବାର କଥୋଲିକ ଫୋରାନେ ଚର୍ଚ ଭାରତୀୟ ରାଜ୍ୟରେ ଥିବା ଏକ ପ୍ରାଚୀନତମ ଚର୍ଚ । ଏହା ମୁଭାଯ୍ଯୁପୁଝାଠାରୁ 6 କିଲୋମିଟର ଦୁରବର୍ତୀ ଆକାକୁଝା ଗ୍ରାମରେ ରହିଛି । ଏହି ଗ୍ରାମରେ ବହୁ ସଂଖ୍ୟାରେ ନାଶ୍ରନୀ ଖ୍ରୀଷ୍ଟିୟାନ ରହିଥିଲେ । ଏହି ନାଶ୍ରନୀ ଖ୍ରୀଷ୍ଟିୟାନମାନଙ୍କ 1500 ବର୍ଷର ପଞ୍ଜୀକୃତ ଇତିହାସ ରହିଛି । ବର୍ତ୍ତମାନ ଚର୍ଚଟି ସ୍ୟରୋ-ମଳବର କଥୋଲିକ ଏପାରଚି , କୋଥାମଙ୍ଗଳମ [1]ଅଧୀନରେ ରହିଛି । ଭଗବାନଙ୍କ ସେବକ କୁହାଯାଉଥିବା ଭର୍ଗିଜ ପୟାପିଲ୍ଲି ପାଲାକ୍କାପିଲ୍ଲି ଏହାର ପାରିସ ପୂଜକ ହିସାବରେ 1920 ଓ 1922ରେ ରହିଥିଲେ । [2][3]
Quick Facts ମାର୍ଥ ମାରିଆମ ସ୍ୟରୋ-ମାଲାବାର କଥୋଲିକ ଫୋରାନେ ଚର୍ଚ, Religion ...
ମାର୍ଥ ମାରିଆମ ସ୍ୟରୋ-ମାଲାବାର କଥୋଲିକ ଫୋରାନେ ଚର୍ଚ | |
---|---|
![]() | |
Religion | |
ଅନୁବନ୍ଧଗୁଡ଼ିକ | Syro-Malabar Catholic Church |
Province | Syro-Malabar Catholic Diocese of Kothamangalam |
Leadership | Major Archbishop |
Location | |
ସ୍ଥାନ | Arakuzha, Muvattupuzha |
Direction of façade | West |
Website | |
arakuzhachurch.org |
Close