From Wikipedia, the free encyclopedia
ହିନ୍ଦୁ ମହାପୁରାଣରେ " ମାଣ୍ଡବି" ମହାରାଜା କୁଶଦ୍ୱାଜ ଓ ତାଙ୍କ ପତ୍ନୀ ମହାରାଣୀ ଚନ୍ଦ୍ରଭାଗାଙ୍କ କନ୍ୟା ଥିଲେ । ସେ ରାମାୟଣର ଏକ ମୁଖ୍ୟ ଚରିତ୍ର ମହାରାଜା ଜନକଙ୍କ ଭ୍ରାତା ଥିଲେ । ସେହି ହିସାବରେ ସେ ସୀତାଙ୍କ ଭ୍ରାତା ଥିଲେ ଓ ତାଙ୍କର ନିଜର ଜଣେ ଭଗିନୀ ଶୁରୁତକୀର୍ତି ଥିଲେ । ସୁରୁତ କୀର୍ତି କୈକେଇଙ୍କ ପୁତ୍ର ଭରତ ଙ୍କ ପତ୍ନୀ ହେଇଥିଲେ । ତକ୍ଷୀ ଓ ପୁଷ୍କଳ ନାମକ ଦୁଇଜଣ ପୁତ୍ର ମଧ୍ୟ ଥିଲେ ।
ମାଣ୍ଡବି | |
---|---|
ସବିଶେଷ | |
Spouse(s) | Bharata |
Children | Taksha Pushkal |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.