From Wikipedia, the free encyclopedia
ଧଳା ବେକିଆ ମାଛରଙ୍କା ବା କିଳିକିଳା ଗୋଟିଏ ବଡ଼ ପ୍ରଜାତିର ମାଛରଙ୍କା ପକ୍ଷୀ।
ଧଳା ବେକିଆ ମାଛରଙ୍କା | |
---|---|
Conservation status | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordata |
ବର୍ଗ: | Aves |
ଗଣ: | Coraciiformes |
କୁଳ: | Halcyonidae |
ପ୍ରଜାତି: | Halcyon |
ଜାତି: | H. smyrnensis |
ବାଇନୋମିଆଲ ନାମ | |
Halcyon smyrnensis (Linnaeus, 1758) | |
Distribution map |
ଏହାର ଲମ୍ବ ୨୫ - ୩୦ ସେ. ମି. ପର୍ଯ୍ୟନ୍ତ ହୋଇଥାଏ । ଏହି ପକ୍ଷୀ ଯେତେବେଳେ ଯୁବକ ଓ ଯୁବତୀ ଅବସ୍ଥାକୁ ଆସିଥାନ୍ତି ସେମାନଙ୍କର ଡେଣା ଓ ଲାଞ୍ଜଗୁଡ଼ିକ ନୀଳ, ମୁଣ୍ଡ କାନ୍ଧ ପିଠି ଓ ତଳିପେଟ ମାଟିଆ, ଥନ୍ତ କମଲା ଓ ଛାତି ଧଳା ରଙ୍ଗର ହୋଇଥାଏ । ଏମାନେ ଛୋଟ ଛୋଟ ମାଛ, କିଟ ଓ ପତଙ୍ଗ ଖାଇଥାନ୍ତି . ଏମାନଙ୍କର ବୟସ ସୀମା ପାଖାପାଖି ୭ ବର୍ଷ । ମୌସୁମୀ ଆସିବା ସମୟରେ ଏମାନେ ନିଜର ପ୍ରଜନନ କାର୍ଯ୍ୟ ଆରମ୍ଭ କରିଥାନ୍ତି । ମାଛରଙ୍କା, ଭାରତରେ ସର୍ବାଧିକ ସଂଖ୍ୟାରେ ଦେଖିବାକୁ ମିଳେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.