ମାକାଓଚୀନର ସ୍ଵତନ୍ତ୍ର ପ୍ରଶାସନିକ ଅଞ୍ଚଳ / From Wikipedia, the free encyclopedia ମାକାଓ ବା ମାକାଉ ଦକ୍ଷିଣ ଚୀନ ସାଗରର ପଶ୍ଚିମ ପର୍ଲ୍ ନଦୀ ତ୍ରିକୋଣଭୁମିରେସ୍ଥିତ ଏକ ସହର ଏବଂ ଚୀନ ଅଧୀନସ୍ତ ଏକ ସ୍ୱତନ୍ତ୍ର ପ୍ରଶାସନିକ ଅଞ୍ଚଳ । ଏଠାକାର ଜନସଂଖ୍ୟା ୬୫୦,୦୦୦ ଏବଂ କ୍ଷେତ୍ରଫଳ ୩୨.୯ ବର୍ଗ କିଲୋମିଟର (୧୨.୭ ବର୍ଗ ମାଇଲ) ।
ମାକାଓ ବା ମାକାଉ ଦକ୍ଷିଣ ଚୀନ ସାଗରର ପଶ୍ଚିମ ପର୍ଲ୍ ନଦୀ ତ୍ରିକୋଣଭୁମିରେସ୍ଥିତ ଏକ ସହର ଏବଂ ଚୀନ ଅଧୀନସ୍ତ ଏକ ସ୍ୱତନ୍ତ୍ର ପ୍ରଶାସନିକ ଅଞ୍ଚଳ । ଏଠାକାର ଜନସଂଖ୍ୟା ୬୫୦,୦୦୦ ଏବଂ କ୍ଷେତ୍ରଫଳ ୩୨.୯ ବର୍ଗ କିଲୋମିଟର (୧୨.୭ ବର୍ଗ ମାଇଲ) ।