![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/7/77/Shiva_Temple%252C_Deobaloda_04.jpg/640px-Shiva_Temple%252C_Deobaloda_04.jpg&w=640&q=50)
ମହାଦେବ ମନ୍ଦିର, ଦେଓବାଲୋଦା
ଭଗବାନ ଶିବଙ୍କୁ ସମର୍ପିତ ହୋଇଥିବା ଏହା ଏକ ମନ୍ଦିର ଯାହା ଭାରତର ଛତିଶଗଡ଼ ପ୍ରଦେଶରେ ଥିବା ଦେଓବାଲୋଦାରେ ଅବସ୍ / From Wikipedia, the free encyclopedia
ମହାଦେବ ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ ହୋଇଥିବା ଏକ ମନ୍ଦିର ଯାହା ଭାରତର ଛତିଶଗଡ଼ ପ୍ରଦେଶରେ ଥିବା ଦେଓବାଲୋଦାରେ ଅବସ୍ଥିତ । କାଳଚୁରି କାଳରେ ଏହି ମନ୍ଦିର ତିଆରି ହୋଇଥିଲା ।[1] ଭାରତର ଆର୍କିଓଲୋଜିକାଲ ସଂସ୍ଥା (Archaeological Survey of India) ଏହି ମନ୍ଦିରକୁ ସୁରକ୍ଷିତ ସ୍ମାରକୀ ଭାବରେ ଘୋଷଣା କରିଛନ୍ତି । ମହାଶିବରାତ୍ରି ଦିନ ଶିବଙ୍କ ଆଶୀର୍ବାଦ ଭିକ୍ଷା ନିମନ୍ତେ ବହୁତ ଭକ୍ତ ଆସି ଜମା ହୁଅନ୍ତି । ସେହି ଦିନ ଏଠାରେ ଗୋଟିଏ ମେଳା ମଧ୍ୟ ହୁଏ ।[2][3]
Quick Facts ମହାଦେବ ମନ୍ଦିର, ଦେଓବାଲୋଦା, Religion ...
ମହାଦେବ ମନ୍ଦିର, ଦେଓବାଲୋଦା | |
---|---|
![]() ମହାଦେବ ମନ୍ଦିର | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | en:Durg district |
ଦେବାଦେବୀ | ଶିବ |
Location | |
ସ୍ଥାନ | ଦେଓବାଲୋଦା, Bhilai Charoda ଟାଉନ |
State | ଛତିଶଗଡ଼ |
Country | ଭାରତ |
ଭୌଗଳିକ ଅବସ୍ଥିତି | 21°13′07″N 81°28′43″E |
Architecture | |
Type | ନାଗରା |
Close