ଭାରତୀୟ କ୍ରିକେଟ ଦଳ ର ରେକର୍ଡ ସମୂହ
From Wikipedia, the free encyclopedia
ଏହି ପ୍ରୁଷ୍ଠାରେ ଭାରତୀୟ ଜାତୀୟ କ୍ରିକେଟ ଦଳର ରେକର୍ଡ ସବୁ ଉପଲବ୍ଧ । ଏଠାରେ ଉଲ୍ଲେଖ କରା ଯାଇପାରେ ଯେ ଭାରତ ୧୯୧୧ମସିହାରେ "All India team" ନାମରେ ପ୍ରଥମେ ଇଂଲଣ୍ଡ ସହ ଅଣ ଅନୁସ୍ଥାନିକ ଟେଷ୍ଟ ଖେଳିଥିଲା ।ପରେ ପୁନର୍ବାର ୧୯୩୨ରେ ଆଉ ଏକ ଦଳ ସେହିପରି ଗସ୍ତ କରିଥିଲେ । ୧୦୧୧ ବେଳକୁ ଭାରତୀୟ କ୍ରିକେଟ ଅନୁଷ୍ଠାନ ସ୍ୱୀକୃତ ହେଇ ନଥିବାରୁ ତାହା ରେକର୍ଡର ଅନ୍ତର୍ଭୁକ୍ତ ନୁହେ ।୧୯୩୨ ଟେଷ୍ଟକୁ ପ୍ରଥମ ସ୍ୱୀକୃତି ପ୍ରାପ୍ତ ଟେଷ୍ଟ କୁହାଯାଏ ।
ସେହିପରି ୧୩/୭/୧୯୭୪ରେ ଭାରତ ତାହାର ପ୍ରଥମ ଏକଦିବାସୀୟ ଅନ୍ତର୍ରାଷ୍ଟ୍ରୀୟ ଖେଳିଥିବାର ଉଲ୍ଲେଖ ରହିଛି ।
https://en.wikipedia.org/wiki/Indian_cricket_team_in_England_in_1932 http://www.espncricinfo.com/india/content/story/261616.html http://www.howstat.com/cricket/Statistics/Matches/MatchListCountry_ODI.asp?A=IND