ଭାବନା ବଲ୍ସାୱର
ଭାରତୀୟ ଅଭିନେତ୍ରୀ / From Wikipedia, the free encyclopedia
ଭାବନା ବଲ୍ସାୱର (ଜନ୍ମ: ୨୧ ଅକ୍ଟୋବର ୧୯୬୭) ଜଣେ ଭାରତୀୟ କଥାଚିତ୍ର, ମଞ୍ଚ ଓ ଦୂରଦର୍ଶନ ଅଭିନେତ୍ରୀ ।[1] ସେ ନୀରବ କମେଡ଼ି ସିରିଜ୍ ଗୁଟୁର ଗୁ (୨୦୧୦) ରେ କାମ କରିଥିଲେ ।[2][3]
Quick Facts ଭାବନା ବଲ୍ସାୱର, ଜନ୍ମ ...
ଭାବନା ବଲ୍ସାୱର | |
---|---|
ଜନ୍ମ | (1967-10-21) ୨୧ ଅକ୍ଟୋବର ୧୯୬୭ (ବୟସ ୫୬) |
ଜାତୀୟତା | ଭାରତୀୟ |
ଶିକ୍ଷା | ଏସ୍ଏନ୍ଡିଟି ମହିଳା ବିଶ୍ୱବିଦ୍ୟାଳୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୯୩–ଏବେଯାଏଁ |
ବୈବାହିକ-ସାଥୀ | କରନ ଶାହା (ବିବାହ: ୨୦୦୨) |
ପିତାମାତା | ଶୁଭା ଖୋଟେ (ମହିଳା) |
ପରିବାର | ବିଜୁ ଖୋଟେ (ସମ୍ପର୍କୀୟ) |
Close