ବ୍ୟବହାରକାରୀ:Aliva Sahoo/ସୁନୀତା କୃଷ୍ଣନ
From Wikipedia, the free encyclopedia
ସୁନୀତା କୃଷ୍ଣନ (ଜନ୍ମ : 1972), ଜଣେ ଭାରତୀୟ ସାମାଜିକ କାର୍ଯ୍ୟକର୍ତ୍ତା , ମୁଖ୍ୟ କାର୍ଯ୍ୟ ବାହକ ଏବଂ ପ୍ରଜ୍ୱଳର ସହ ସଂସ୍ଥାପକ ଅଟନ୍ତି । "ପ୍ରଜ୍ୱଳ" ଏକ ସରକାରୀ ସଂଗଠନ ଅଟେ ଯାହା ଯୌନ ଉତ୍ପିଡ଼ନ ପୀଡିତ ମାନଙ୍କୁ ସମାଜରୁ ବଞ୍ଚେଇଥାଏ, ପୁନର୍ବାସ କରାଇ ସେ ପୁନର୍ଗଠନ କରିଥାଏ । କୃଷ୍ଣନ ମାନବ ସରକାର ଏବଂ ସାମାଜିକ ନୀତି କ୍ଷେତ୍ରରେ କାମ କରନ୍ତି । ତାଙ୍କର ସଂସ୍ଥା , ପ୍ରଜ୍ୱଳ ଦେଶର ସବୁଠାରୁ ବଡ ପୁନର୍ବାସ ଘର ମାନଙ୍କରୁ ଏକ ଅଟେ । ସେଠାରେ ପିଲା ମାନଙ୍କୁ ଏବଂ ମହିଳା ମାନଙ୍କୁ ଆଶ୍ରୟ ଦିଆଯାଏ । ସେ NGO ସଂସ୍ଥା ମାଧ୍ୟମରେ ପ୍ରୟାସ କରୁଛନ୍ତି ଯେ , ସମ୍ପୃକ୍ତ ରୂପେ ମହିଳା ଏବଂ ପିଲା ମାନଙ୍କୁ ସୁରକ୍ଷାତ୍ମକ ପୁନର୍ବାସ ସେବା ଦେଇପାରନ୍ତୁ । ତାଙ୍କୁ 2016 ମସିହାରେ ଚତୁର୍ଥ ଉଚ୍ଚତମ ନାଗରିକ ପୁରସ୍କାର - ପଦ୍ମଶ୍ରୀରେ ସମ୍ମାନିତ କରାଗଲା । [1]
Quick Facts ସୁନୀତା କୃଷ୍ଣନ, ଜନ୍ମ ...
ସୁନୀତା କୃଷ୍ଣନ | |
---|---|
ଜନ୍ମ | 1972 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।–ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" । ବାଙ୍ଗାଲୋର , ଭାରତ |
ଶିକ୍ଷାନୁଷ୍ଠାନ | St. Joseph's College, Bangalore, School of Social Work, Roshni Nilaya, Mangalore University |
ବୃତ୍ତି(ସମୂହ) | Founder of Prajwala, Hyderabad |
ପ୍ରସିଦ୍ଧି | Social activist, co-founder of Prajwala, an NGO that works for the rehabilitation of sex workers and their children. |
Close