ବେଲ
From Wikipedia, the free encyclopedia
ଏହା ଏକ ଦ୍ରୁମ ଜାଦୀୟ ଉଦ୍ଭିଦ। ଭାରତର ପ୍ରାୟ ସବୁ ଅଞ୍ଚଳରେ ଏହା ଦେଖାଯାଏ। ଗଛଟି କଣ୍ଟାଯୁକ୍ତ ହୋଇଥାଏ। ଫଳର ବାହାର ଆବରଣ ଶକ୍ତ ହୋଇଥାଏ। ପତ୍ର ତିନିଟି ଶାଖାଯୁକ୍ତ ହୋଇଥାଏ।
Quick Facts ବେଲ, ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ...
ବେଲ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Sapindales |
କୁଳ: | Rutaceae |
ଉପକୁଳ: | Aurantioideae |
ଗୋଷ୍ଠୀ: | Clauseneae |
ପ୍ରଜାତି: | Aegle Corrêa |
ଜାତି: | A. marmelos |
ବାଇନୋମିଆଲ ନାମ | |
Aegle marmelos (L.) Corr.Serr. | |
Close