From Wikipedia, the free encyclopedia
ବୁର୍କିନା ଫାସୋ ଦେଶରେ ସମୁଦାୟ 622 କିଲୋମିଟର ରେଳପଥ ରହିଛି । ଏହା କାୟା ଅଞ୍ଚଳରୁ ସିମାଞ୍ଚଳରେ ଥିବା କୋଟେ ବୋଇରେ (Côte d'Ivoire) ପର୍ଯ୍ୟନ୍ତ ରହିଛି । ଏହି ରେଳପଥରେ ସିତାରେଲ କମ୍ପାନୀ ତରଫରୁ ପାସେଞ୍ଜର ଟ୍ରେନ ସପ୍ତାହକୁ 3 ଦିନ ଟ୍ରେନ ଚଳାଚଳ କରିଥାଏ ।.[1]
ପଶ୍ଚିମ ଆଫ୍ରିକାରେ ବୁର୍କିନା ଫାସୋ ଏକ ସମୁଦ୍ରତଟ ବିହୀନ ଏକ କ୍ଷୁଦ୍ର ଦେଶ । ଏହାର ଆୟତନ 274,200 ବର୍ଗକିଲୋମିଟର । ଏହା ଚର୍ତୁଦିଗରେ 6ଟି ଦେଶଦ୍ୱାରା ଆବଦ୍ଧ । ପୂର୍ବରୁ ଫରାଶି ଉପନିବେଶ ଭାବରେ ବହୁକାଳ ରହିଆସିଥିବା ଏହି ଦେଶ 1960 ମସିହାରେ ସ୍ୱାଧୀନତା ପ୍ରାପ୍ତ ହେଇଥିଲା । ଏହାର ଜଣ ସଂଖ୍ୟା 17.3 [2] ମିଲିୟନ ।
ବୁର୍କିନା ଫାସୋ ଚତୁର୍ଦିଗରେ ଅନନ୍ୟ ଦେଶ ମାନଙ୍କଦ୍ୱାରା ପରିବେଷ୍ଟିତ ହେଇଥିଲେ ମଧ୍ୟ ଅବିଦଜାନକୁ ରେଳପଥ ଏହାକୁ ବନ୍ଦର ସହ ଯୋଗାଯୋଗ କରିଥାଏ । ଘାନ ଦେଶ ଦେଇ ତାରାକୋଡି ବନ୍ଦରକୁ ସଂଯୋଗ ପାଇଁ ଲିଙ୍କ ରେଳପଥ ପାଇଁ ପ୍ରସ୍ତାବ ରହିଛି । [3][4]
ବର୍ତ୍ତମାନ ରେଳପଥଦ୍ୱାରା ବୁର୍କିନା ଫାସୋର ବନଫୋରା , ପେନି ,କୌଦୌଗୌ ବିଙ୍ଗୋ ପରି ମୁଖ୍ୟ ସହର ସବୁକୁ ସେବା ଉପଲବ୍ଧ ହୋଇଛି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.