ବିସ୍ମିଲ୍ଲା ଖାଁ
ଭାରତୀୟ ସଂଗୀତକାର / From Wikipedia, the free encyclopedia
ବିସ୍ମିଲ୍ଲା ଖାନ (୨୧ ମାର୍ଚ୍ଚ ୧୯୧୩ - ୨୧ ଅଗଷ୍ଟ ୨୦୦୬) ଜଣେ ଭାରତୀୟ ସଙ୍ଗୀତକାର ଓ ଶେହନାଇ ବାଦକ ଥିଲେ । ବହୁ ଦିନ ଯାଏଁ ଶେହନାଇ ମୁଖ୍ୟତଃ ପାରମ୍ପରିକ ପୂଜା ପାଠରେ ବ୍ୟବହାର କରାଯାଉଥିଲା । ଶେହନାଇକୁ ଲୋକ ଲୋଚନକୁ ଆଣିବା ଓ ସଙ୍ଗୀତ ସମାରୋହରେ ପ୍ରସିଦ୍ଧ କରିବାର ମୁଖ୍ୟ ଶ୍ରେୟ ଉସ୍ତାଦ ବିସମିଲ୍ଲା ଖାନକୁ ଯାଏ । ଏଥିପାଇଁ ୨୦୦୧ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରୀକ ସମ୍ମାନ ଭାରତ ରତ୍ନ ସମ୍ମାନୀତ କରାଯାଇଛି । ବିସ୍ମିଲ୍ଲା ଖାନ ଏହି ସମ୍ମାନରେ ସମ୍ମାନୀତ ହୋଇଥିବା ତୃତୀୟ ଶାସ୍ତ୍ରୀୟ ସଙ୍ଗୀତକାର । ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଛି ।
Quick Facts ବିସ୍ମିଲ୍ଲା ଖାନ, Background information ...
ବିସ୍ମିଲ୍ଲା ଖାନ | |
---|---|
Background information | |
ଜନ୍ମ ସମୟରେ ନାମ | କମରୁଦିନ ଖାନ |
ଜନ୍ମ | (1913-03-21)୨୧ ମାର୍ଚ୍ଚ ୧୯୧୩ |
ଜନ୍ମସ୍ଥାନ | ଭାରତ |
ମୃତ୍ୟୁ | ୨୧ ଅଗଷ୍ଟ ୨୦୦୬(2006-08-21) (ବୟସ ୯୩) |
ଶୈଳୀ | Indian classical music |
ପେଷା | ସଙ୍ଗୀତକାର |
ବାଦ୍ୟଯନ୍ତ୍ର | ଶେହନାଇ |
Close