ବିଶ୍ୱର ବ୍ୟସ୍ତତମ ବନ୍ଦର
From Wikipedia, the free encyclopedia
ବିଶ୍ୱର ବ୍ୟସ୍ତତମ ବନ୍ଦର ସମୂହକୁ କାର୍ଗୋ ଟନେଜ ଓ କଣ୍ଟେନର ପରିବହନର ପରିମାଣକୁ ହିସାବକୁ ନେଇ ସୂଚକାଙ୍କ ତାଲିକା ପ୍ରସ୍ତୁତ କରାଯାଇଥାଏ । 2000 ମସିହାଠାରୁ ଏହି ତାଲିକା ଅନୁସାରେ ଚୀନର ସାଙ୍ଘାଇ ବନ୍ଦର ସିଙ୍ଗାପୁର ବନ୍ଦରକୁ ଅତିକ୍ରମ କରିଯାଇଛି ଓ ବର୍ତ୍ତମାନ ହଙ୍ଗ କଙ୍ଗ ବନ୍ଦର ଉଭୟ ହିସାବରେ ବିଶ୍ୱର ବ୍ୟସ୍ତତମ ବନ୍ଦରର ମାନ୍ୟତା ହାସଲ କରିଛି । .[1]