From Wikipedia, the free encyclopedia
ଉଭୟ ବସ୍ତୁ ଓ ଶକ୍ତି (matter and energy) ଏହି ବିଶାଳ ବିଶ୍ୱର ସଂରଚନା କରନ୍ତି । ଆମେ ସମସ୍ତେ ଏହାର ଅଂଶ ବିଶେଷ ଅଟୁ । ବିଶ୍ୱର ସଂଜ୍ଞା[1] ଭିନ୍ନ ଭିନ୍ନ କ୍ଷେତ୍ରରେ ଅଲଗା ଭାବେ ପ୍ରକାଶ କରାଯାଇଥାଏ । ଏହା ପୃଥିବୀ , ସୌରଜଗତ , ସମଗ୍ର ଜୀବଜଗତ , ଛାୟାପଥ , ନକ୍ଷେତ୍ର , ଗ୍ରହାଣୁ ପୁଞ୍ଜର ସମାହାର ।
ବିଶ୍ୱ ଓ ବ୍ରହ୍ମାଣ୍ଡ ଭିତରେ ପାର୍ଥକ୍ୟ ଅଧିକାଂଶ ସମୟରେ ଦ୍ୱନ୍ଦ[2]ରେ ପକାଇଥାଏ । ଇଂରାଜୀରେ world, ଓଡ଼ିଆରେ ବିଶ୍ୱ ସହ ସବୁ କ୍ଷେତ୍ରରେ ସମାର୍ଥବୋଧକ ନୁହଁ । କିନ୍ତୁ କିଛି ଅନୁବାଦରେ ଏହା ବ୍ୟବହାର କରାଯାଏ । ଅନେକାଂଶରେ ଏହା ଇଂରାଜୀ universe ସହ ସମାନ , କିନ୍ତୁ ସମସ୍ତ କ୍ଷେତ୍ରରେ ନୁହେଁ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.