![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/3/38/Billwamangal.jpg/640px-Billwamangal.jpg&w=640&q=50)
ବିଲ୍ବମଙ୍ଗଳ
From Wikipedia, the free encyclopedia
ବିଲ୍ୱମଙ୍ଗଳ, ଆଘା ହଷର କାଶ୍ମିରୀଙ୍କଦ୍ୱାରା ଲେଖା ଯାଇଥିବା ଉର୍ଦ୍ଦୁ ଅଭିନୟ । ଏହା ପ୍ରଥମେ ୧୯୧୫ରେ ପ୍ରକାଶ ପାଇଥିଲା ।[1]
![Thumb image](http://upload.wikimedia.org/wikipedia/commons/thumb/3/38/Billwamangal.jpg/320px-Billwamangal.jpg)
୧୯୧୯ରେ ଏଲଫିନଷ୍ଟୋନ ବାଇସ୍କୋପ ବ୍ୟାନରରେ ଏହା ଯେ.ଏଫ ମଦନଙ୍କଦ୍ୱାରା ପ୍ରଯୋଜିତ ହୋଇଥିବା ଏକ ଚୁପଚାପ ସିନେମାରେ କରାଯାଇଥିଲା ।[2] ବ୍ରିଟାନିକା ଜ୍ଞାନକୋଷରେ ଏହାକୁ "ଏକ କବିର ସାମାଜିକ ଜୀବନ ଯାହାକି ଏକ ବେଶ୍ୟାଦ୍ୱାରା ପ୍ରଭାବିତ ହୋଇଥିଲା" ଭାବେ ବର୍ଣ୍ଣନା କରିଛି ।[3]