![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/1/19/Garuda_asks_is_mother_for_food%252C_Or._3390_206.tiff/lossy-page1-640px-Garuda_asks_is_mother_for_food%252C_Or._3390_206.tiff.jpg&w=640&q=50)
ବିନତା
ପୁରାଣ କଥା / From Wikipedia, the free encyclopedia
ବିନତା ହେଉଛନ୍ତି ହିନ୍ଦୁ ମତରେ ଅରୁଣା ଓ ଗରୁଡ଼ଙ୍କ ମାଆଙ୍କ ନାମ । ବିନତା ଦକ୍ଷ ପ୍ରଜାପତିଙ୍କର କନ୍ୟା ଅଟେ । ସେ ତାଙ୍କର ଅନ୍ୟ କେତେକ ଭଉଣୀଙ୍କ ସହିତ କଶ୍ୟପଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ପୁତ୍ର ଜାତ ହୋଇଥିଲେ, ବଡ଼ଟିର ନାମ ଅରୁଣ ଓ ସାନ ପୁଅ ନାମ ଗରୁଡ଼ ।[1]