![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/a/af/Biju_Janata_Dal_Flag.jpg/640px-Biju_Janata_Dal_Flag.jpg&w=640&q=50)
ବିଜୁ ଜନତା ଦଳ
ଭାରତର ଏକ ରାଜନୈତିକ ଦଳ / From Wikipedia, the free encyclopedia
ବିଜୁ ଜନତା ଦଳ ଏକ ଆଞ୍ଚଳିକ ରାଜନୈତିକ ଦଳ । ବର୍ତ୍ତମାନ ଓଡ଼ିଶା ବିଧାନ ସଭାରେ ଏହି ଦଳର ସର୍ବାଧିକ ବିଧାୟକ ଅଛନ୍ତି । ଏହି ଦଳ ୨୬ ଡିସେମ୍ବର ୧୯୯୭ରେ ଗଠନ କରାଯାଇଥିଲା ।
![Thumb image](http://upload.wikimedia.org/wikipedia/commons/thumb/a/af/Biju_Janata_Dal_Flag.jpg/640px-Biju_Janata_Dal_Flag.jpg)
Quick Facts ବିଜୁ ଜନତା ଦଳ, ଅଧକ୍ଷ ...
ବିଜୁ ଜନତା ଦଳ | |
---|---|
ଅଧକ୍ଷ | ନବୀନ ପଟ୍ଟନାୟକ |
ଗଠନ | ୨୬ ଡିସେମ୍ବର ୧୯୯୭ |
ମୁଖ୍ୟ କାର୍ଯ୍ୟାଳୟ | 6R/3, ୟୁନିଟ୍-୬, ଫରେଷ୍ଟ୍ ପାର୍କ୍, ଭୁବନେଶ୍ୱର, ଓଡ଼ିଶା |
ବିଚାରଧାରା | ଓଡ଼ିଆ ଜାତୀୟତା ଆଞ୍ଚଳିକତା ଧର୍ମ ନିରପେକ୍ଷତା |
ରାଜନୈତିକ ଅବସ୍ଥାନ | କେନ୍ଦ୍ରବାଦୀ କେନ୍ଦ୍ର-ବାମ ପନ୍ଥୀ |
ମେଣ୍ଟ | ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ.ଡି.ଏ.) (୧୯୯୮–୨୦୦୯) ତୃତୀୟ ସାମ୍ମୁଖ୍ୟ (୨୦୦୯) |
ଲୋକସଭାରେ ଆସନ ସଂଖ୍ୟା | ୦ / ୫୪୩ |
ରାଜ୍ୟସଭାରେ ଆସନ ସଂଖ୍ୟା | ୯ / ୨୪୫ |
ସଂସଦରେ ଆସନ ସଂଖ୍ୟା | ୫୧ / ୧୪୭ ଓଡ଼ିଶା ବିଧାନସଭା |
ୱେବସାଇଟ | |
www.bjdodisha.org.in/ |
Close