ବିଅର ପୃଥିବୀର ସବୁଠାରୁ ଅଧିକ ପିଆଯାଉଥିବା, [1] ଓ ସବୁଠାରୁ ପୁରାତନ [2] [3] [4] [5] ସୁରାସାର ଜାତୀୟ ପାନୀୟ ; ପିଇବା ପାଣି ଓ ଚା ' ପରେ ଏହା ୩ୟ ସବୁଠାରୁ ଜଣାଶୁଣା ପାନୀୟ ।[6] ଏହା ଶର୍କରାର ବ୍ରୁଇଙ୍ଗ ଓ ଫରମେଣ୍ଟେସନ ପ୍ରକ୍ରିୟାକାରଣରୁ ବାହାରି ଥାଏ, ଏହା ମଲ୍ଟ ଶସ୍ୟ ଯଥା, ଯଅ , ଗହମ ରୁ ବାହାରି ଥାଏ । ଶର୍କରା ଭାବରେ ଦାମ କମ ଥିବାରୁ ମକା ଓ ଚାଉଳ ସାଧାରଣତ ଏହା ସହିତ ମିଶାଯାଇଥାଏ । ଅଧିକାଂଶ ବିଅର ହୋପରେ ମିଶାଯାଇଥାଏ, ଯାହା ବିଅରରେ ପିତା ସୁଆଦ ଦେଇଥାଏ ଓ ଏକ ପ୍ରାକୃତିକ ସଂରକ୍ଷଣ ପାଇଁ ସାହାଯ୍ୟ କରିଥାଏ । ମାନବ ଜଗତର ସବୁଠାରୁ ପୁରାତନ ରଚନାରେ ବିଅରର ଉତ୍ପାଦନ ଓ ବଣ୍ଟନ ବାବଦରେ ବଖଣାଯାଇଛି:
ହାମୁରାବିର ନୀତି ରେ ବିଅରର ଉତ୍ପାଦନ ଓ ବିଅର ପାର୍ଲର ବାବଦରେ ନୀତିବଳି ଥିଲା ।[7] "ନିଙ୍କାସିର ମନ୍ତ୍ର",କେତେକ ଶିକ୍ଷିତ ଲୋକଙ୍କ ଚଳଣିରେ ମେସୋପଟାମିଆର ବିଅର ଦେବୀଙ୍କ ପାଇଁ ଏହି ମନ୍ତ୍ରରେ ପ୍ରାର୍ଥନା ଗାନ କରି ବିଅର ପରସାଯାଇଥାଏ । [8] [9] ଆଜିକାଲି, ବ୍ରୁଇଙ୍ଗ ଶିଳ୍ପ ଏ ଜଗତସାରାର ବଣିଜ ପାଲଟିଛି । ଏଥିରେ ଅନେକ ବହୁଦେଶୀୟ କର୍ପୋରେସନ ଓ ହଜାର ହଜାର ଛୋଟ ଛୋଟ ଉତ୍ପାଦକ ବ୍ରୁପବ ରୁ ଆରମ୍ଭ କରି ଆଞ୍ଚଳିକ ବ୍ରିଉଋ ରହିଛନ୍ତି ।
ଏହି ଲେଖାଟି ଆଲକହଲ ପାନୀୟ ବାବଦରେ । ବାକିସବୁ ପାଇଁ, ବିଅର (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।
ସ୍ଲେକେର୍ଲା ରୌଚିବିଏର , ସିଧା କାସ୍କରୁ
ବିଅରରେ ଆୟତନ ଅନୁସାରେ ୪ %- ୬ % ସୁରସର ଥାଏ । କେତେକ କ୍ଷେତ୍ରରେ ଏହା ୧ %ରୁ ୨୦ % ଯାଏଁ ହୋଇଥାଏ ।
ବିଅର, ବିଅର ପିଉଥିବା ରାଷ୍ଟ୍ରମାନଙ୍କରେ ସାମାଜିକ ଚଳଣିର ଏକ ଭାଗ ହୋଇଥାଏ ଯେଉଁଠାରେ ବିଅର ପର୍ବ ର ପ୍ରଥା ରହିଛି, ଏହା ସହ ପବ ଚଳଣି ରେ ନାନାଦି ପବ କ୍ରଲ ଓ ପବ ଖେଳ ଓ ବାର ବିଲିଆର୍ଡ୍ସ ଆଦି ଖେଳାଯାଇଥାଏ ।
Rudgley, Richard (1993). The Alchemy of Culture: Intoxicants in Society . London: British Museum Press;. ISBN 978-0714117362 . {{cite book }}
: CS1 maint: extra punctuation (link )
Arnold, John P (2005). Origin and History of Beer and Brewing: From Prehistoric Times to the Beginning of Brewing Science and Technology . Cleveland, Ohio: Reprint Edition by BeerBooks. ISBN 0-9662084-1-2 .
Joshua J. Mark (2011). Beer . Ancient History Encyclopedia.
Black, Jeremy A.; Cunningham, Graham; Robson, Eleanor (2004). The literature of ancient Sumer . Oxford: Oxford University Press. ISBN 0-19-926311-6 . {{cite book }}
: CS1 maint: multiple names: authors list (link )
ଉଇକିମିଡ଼ିଆ କମନ୍ସରେ
Beer
ବାବଦରେ ମାଧ୍ୟମ ରହିଛି ।
ବିଅର ଶବ୍ଦଟି ଉଇକି ଅଭିଧାନରେ ଖୋଜନ୍ତୁ ।
ଉଇକି କଥାରେ
ବିଅର ସମ୍ବନ୍ଧୀୟ ଅନେକ ଲୋକବାଣୀ ରହିଛି
ଲୁଆ ତ୍ରୁଟି: bad argument #2 to 'title.new' (unrecognized namespace name 'Portal') ।
Dumper, Michael; Stanley, Bruce E. (2007). Cities of the Middle East and North Africa: A Historical Encyclopedia . ABC-CLIO. ISBN 9781576079195 . .
Archeological Parameters For the Origins of Beer . Thomas W. Kavanagh.
The Complete Guide to World Beer , Roger Protz. ISBN 1-84442-865-6 .
The Barbarian's Beverage: a history of beer in ancient Europe , Max Nelson. ISBN 0-415-31121-7 .
The World Guide to Beer , Michael Jackson. ISBN 1-85076-000-4
The New World Guide to Beer , Michael Jackson. ISBN 0-89471-884-3
Beer: The Story of the Pint , Martyn Cornell. ISBN 0-7553-1165-5
Beer and Britannia: An Inebriated History of Britain , Peter Haydon. ISBN 0-7509-2748-8
The Book of Beer Knowledge: Essential Wisdom for the Discerning Drinker, a Useful Miscellany , Jeff Evans. ISBN 1-85249-198-1
Country House Brewing in England, 1500–1900 , Pamela Sambrook. ISBN 1-85285-127-9
Ale, Beer and Brewsters in England: Women's Work in a Changing World, 1300–1600 , Judith M. Bennett. ISBN 0-19-512650-5
A History of Beer and Brewing , I. Hornsey. ISBN 0-85404-630-5
Beer: an Illustrated History , Brian Glover. ISBN 1-84038-597-9
Beer in America: The Early Years 1587–1840—Beer's Role in the Settling of America and the Birth of a Nation , Gregg Smith. ISBN 0-937381-65-9
Big Book of Beer , Adrian Tierney-Jones. ISBN 1-85249-212-0
Gone for a Burton: Memories from a Great British Heritage , Bob Ricketts. ISBN 1-905203-69-1
Farmhouse Ales: Culture and Craftsmanship in the Belgian Tradition , Phil Marowski. ISBN 0-937381-84-5
The World Encyclopedia of Beer , Brian Glover. ISBN 0-7548-0933-1
The Complete Joy of Homebrewing , Charlie Papazian ISBN 0-380-77287-6
The Brewmaster's Table , Garrett Oliver. ISBN 0-06-000571-8
Vaughan, J. G.; C. A. Geissler (1997). The New Oxford Book of Food Plants . Oxford University Press . ISBN 0-19-854825-7 .
Bacchus and Civic Order: The Culture of Drink in Early Modern Germany , Ann Tlusty. ISBN 0-8139-2045-0