ଓଡିଶାର ଜିଲ୍ଲା, ଭାରତ From Wikipedia, the free encyclopedia
ବଲାଙ୍ଗିର ଜିଲ୍ଲା, ଓଡ଼ିଶାର ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହାର ଆୟତନ ୫,୧୬୫ ବର୍ଗ କିମି । ବଲାଙ୍ଗିର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର । ଏହି ଜିଳ୍ଲାର ମୁଖ୍ୟ ଭାଗ ଗ୍ରାମାଞ୍ଚଳ । ମୁଖ୍ୟ ବଡ଼ ଓ ସାନ ସହର ଆଉ ଥାନା ଗୁଡ଼ିକ ହେଲା ବଲାଙ୍ଗୀର,, ପାଟଣାଗଡ଼, ଟିଟିଲାଗଡ,କଣ୍ଟାବାଞ୍ଜି, ଲୋଇସିଙ୍ଘା, ସଇଁତଳା, ବେଲପଡା, ଆଗଲପୁର, ଦେଓଗାଁ, ମୁରିବାହାଲ , ଗୁଡଭେଳା, ଖୋପ୍ରାଖୋଲ, ବଙ୍ଗୋମୁଣ୍ଡା, ତୁରେକେଲା,ତୁଷୁରା,ସିନ୍ଧେକେଲା, ଲାଠୋର, ଲରମ୍ଭା,
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ବଲାଙ୍ଗିର |
ଭାଷା | ଓଡ଼ିଆ,କୋଶଳି,ଇଂରାଜୀ |
ବିଧାନ ସଭା | ୫ଟି ଆସନ
|
Area | |
• ଜିଲ୍ଲା | 6575 km2 (2,539 sq mi) |
Population (୨୦୧୧) | |
• ଜିଲ୍ଲା | ୧୬୪୮୫୭୪ |
• Rank | ଓଡ଼ିଶାରେ ଦଶମ (୧୦/୩୦) |
• Density | 251/km2 (650/sq mi) |
• Urban | ୧୯୭୧୬୧ |
• Rural | ୧୪୫୧୪୧୩ |
• ୬ ବର୍ଷରୁ କମ ଶିଶୁ | ୨୦୬୯୬୪ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୬୭ xxx |
ତାର (ଏସ୍.ଟି.ଡ଼ି) | ୦୬୬୫୨ |
ଯାନବାହାନ ପଞ୍ଚୀକରଣ | OD-03 |
ଜିଲ୍ଲାପାଳ | ଡା. ଏମ. ମୁଥୁକୁମାର |
Website | Official website |
୨୦୧୧ ଜନଗଣନା[1] ଅନୁସାରେ, ବଲାଙ୍ଗୀର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୬,୪୮,୫୭୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୫୧,୪୧୩ ଓ ସହରାଞ୍ଚଳରେ ୧,୯୭,୧୬୧ ଲୋକ ବାସ କରନ୍ତି [2] ।
ଏହି ଜିଲ୍ଲାରୁ କଳିକେଶ ନାରାୟଣ ସିଂହ ଦେଓ ଲୋକ ସଭାକୁ ନିର୍ବାଚିତ ହୋଇଅଛନ୍ତି ।
ଏହି ଜିଲ୍ଲା ଅନ୍ତର୍ଗତ ୫ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହେଲା:
# | ନିର୍ବାଚନ ମଣ୍ଡଳୀ | ଆରକ୍ଷଣ | ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) | ୧୪ଶ ବିଧାନ ସଭା ସଦସ୍ୟ | ରାଜନୈତିକ ଦଳ |
---|---|---|---|---|---|
୬୬ | ଲୋଇସିଂହା | ଅନୁସୂଚିତ ଜାତି | ଲୋଇସିଂହା, ଆଗଲପୁର, ପୁଇଁତଳା | ମୁକେଶ୍ ମହାଳିଂ | ବିଜଦ |
୬୭ | ପାଟଣାଗଡ଼ | ଅଣ ସଂରକ୍ଷିତ | ପାଟଣାଗଡ଼ (ବି), ପାଟଣାଗଡ଼, ଖପ୍ରାଖୋଲ, ବେଲପଡ଼ା | କନକ ବର୍ଦ୍ଧନ ସିଂଦେଓ | ଭାଜପା |
୬୮ | ବଲାଙ୍ଗୀର | ଅଣ ସଂରକ୍ଷିତ | ବଲାଙ୍ଗୀର (ପୌ), ବଲାଙ୍ଗୀର, ଦେଓଗାଁ | ଅନଙ୍ଗ ଉଦୟ ସିଂହ ଦେଓ | ବିଜଦ |
୬୯ | ଟିଟିଲାଗଡ଼ | ଅଣ ସଂରକ୍ଷିତ | ଟିଟିଲାଗଡ଼ (ବି), ଟିଟିଲାଗଡ଼, ସଇଁତଳା, ତେନ୍ତୁଳିଖୁଣ୍ଟି (ଗୁଡ଼ଭେଲା) | ଟୁକୁନୀ ସାହୁ | ବିଜେଡ଼ି |
୭୦ | କଣ୍ଟାବାଞ୍ଝି | ଅଣ ସଂରକ୍ଷିତ | କଣ୍ଟାବାଞ୍ଝି (ବି), ତୁରକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ | ସନ୍ତୋଷ ସିଂହ ସାଲୁଜା | କଂଗ୍ରେସ |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.