ଏହା ମୁଖ୍ୟତଃ ଅବସେସିଭ୍-କମ୍ପଲସିଭ ଡିଜଅର୍ଡ଼ର ରୋଗର (OCD) ଚିକିତ୍ସା ପାଇଁ ବ୍ୟବହୃତ ହୁଏ । From Wikipedia, the free encyclopedia
ଫ୍ଲୁଭୋକ୍ସାମାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଲୁଭକ୍ସ, ହେଉଛି ଏକ ସିଲେକ୍ଟିଭ୍ ସେରୋଟୋନିନ୍ ରିଅପଟେକ୍ ଇନହିବିଟର (SSRI) ଶ୍ରେଣୀର ଔଷଧ ।[5] ଏହା ମୁଖ୍ୟତଃ ଅବସେସିଭ୍-କମ୍ପଲସିଭ ଡିଜଅର୍ଡ଼ର ରୋଗର (OCD) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[5] ପ୍ରମୁଖ ଅବସାଦ ବେମାରୀ, ବୁଲେମିଆ ଏବଂ ପ୍ୟାନିକ୍ ଡିଜଅର୍ଡର୍, ସାମାଜିକ ଚିନ୍ତା ବ୍ୟାଧି ଏବଂ ଆଘାତୋତ୍ତର ଚାପ ବେମାରୀ ଭଳି ରୋଗମାନଙ୍କରେ ମଧ୍ୟ ଏହା ବ୍ୟବହାର ହୁଏ ।[6] [7] [8] ଏହା ପାଟିରେ ଦିଆଯାଏ ।[5]
Clinical data | |
---|---|
Trade names | Luvox, Faverin, Fluvoxin, others |
AHFS/Drugs.com | monograph |
MedlinePlus | a695004 |
data |
|
Pregnancy category | |
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 53% (90% confidence interval: 44–62%)[2] |
Protein binding | 77–80%[2][3] |
Metabolism | Hepatic (via cytochrome P450 enzymes. Mostly via oxidative demethylation)[2] |
Elimination half-life | 12–13 hours (single dose), 22 hours (repeated dosing)[2] |
Excretion | Kidney (98%; 94% as metabolites, 4% as unchanged drug)[2] |
Identifiers | |
IUPAC name
| |
ECHA InfoCard | 100.125.476 |
Chemical and physical data | |
Formula | C15H21F3N2O2 |
Molar mass | 318.335 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ନିଦ୍ରାଳୁ ଭାବ, ଯୌନ ସମସ୍ୟା, ଝାଳ ଏବଂ ଉତ୍ତେଜନା ହୋଇପାରେ ।[5] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ୨୫ ବର୍ଷରୁ କମ୍ ବୟସରେ ଆତ୍ମହତ୍ୟା ହେବାର ଆଶଙ୍କା ଏବଂ ଯକୃତ ଜନିତ ସମସ୍ୟା ହୋଇପାରେ ।[5] [6] ଗର୍ଭାବସ୍ଥାରେ ବ୍ୟବହାର ଅସ୍ପଷ୍ଟ ସୁରକ୍ଷା ଅଟେ ।[5] ଫ୍ଲୁଭକ୍ସାମାଇନ୍ ବ୍ୟବହାର ପାଇଁ ସ୍ତନ୍ୟପାନ ବନ୍ଦ କରିବା ଆବଶ୍ୟକ ନୁହେଁ । [9]
୧୯୯୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଫ୍ଲୁଭକ୍ସାମାଇନ୍ ଅନୁମୋଦିତ ହୋଇଥିଲା ।[5] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଏହାର ନାମ ଲିପିବଦ୍ଧ ଅଛି । [10] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଅଛି ।[6] ଯୁକ୍ତରାଜ୍ୟରେ ୨୦୨୦ ସୁଦ୍ଧା ଦୈନିକ ୧୦୦ମିଗ୍ରାର ସାଧାରଣ ମାତ୍ରା ପାଇଁ ପ୍ରତି ମାସରେ ପ୍ରାୟ ୧୮ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[6] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ୨୦୨୧ ସୁଦ୍ଧା ପ୍ରାୟ ୧୫ ଡଲାର ଥିଲା ।[11]
{{cite book}}
: CS1 maint: date format (link)Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.