From Wikipedia, the free encyclopedia
ଫ୍ଲୁଓକ୍ସେଟିନ, ବ୍ୟବସାୟୀକ ନାମ ପ୍ରୋଜାକ ଓ ସାରାଫେମ, ସେଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର ଶ୍ରେଣୀର ଏକ ଅବସାଦରୋଧୀ ଔଷଧ ।[1] ମୂଖ୍ୟ ଅବସାଦ ରୋଗ (major depressive disorder), ବୁଲିମିଆ ନର୍ଭୋସା, ପ୍ୟାନିକ ଡିଜଅର୍ଡ଼ର ଓ ପ୍ରିମେନସ୍ଟ୍ରୁଆଲ ଡିସଫୋରିକ ଡିଜଅର୍ଡ଼ର ଇତ୍ୟାଦି ରୋଗମାନଙ୍କରେ ଏହି ଔଷଧ ଦିଆଯାଏ । ୬୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କର ଆତ୍ମହତ୍ୟା ସଙ୍କଟ ଏହାଦ୍ୱାରା କମ ହୁଏ । ଏହାଦ୍ୱାରା ଅସମୟ ସ୍ଖଳନର ଚିକିତ୍ସା କରାଯାଏ । ଏହା ପାଟିରେ ଦିଆଯାଏ ।[1]
Clinical data | |
---|---|
Trade names | Prozac, Animex-On, Sarafem, Adofen, Deprex |
AHFS/Drugs.com | monograph |
MedlinePlus | a689006 |
data |
|
Pregnancy category |
|
Dependence liability | Physical: Low Psychological: Low |
Addiction liability | none |
Routes of administration | Oral |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 60–80%[1] |
Protein binding | 94–95%[2] |
Metabolism | Liver (mostly CYP2D6-mediated)[3] |
Onset of action | ~2–4 weeks |
Elimination half-life | 1–3 days (acute) 4–6 days (chronic)[3][4] |
Excretion | Urine (80%), faeces (15%)[3][4] |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.125.370 |
Chemical and physical data | |
Formula | C17H18F3NO |
Molar mass | 309.33 g•mol−1 |
3D model (JSmol) | |
Melting point | 179 to 182 °C (354 to 360 °F) |
Boiling point | 395 °C (743 °F) |
Solubility in water | 14 mg/mL (20 °C) |
SMILES
| |
InChI
| |
(verify) |
ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଶୟନ ସମସ୍ୟା, ଖାଦ୍ୟ ଅରୁଚି, ଶୁଷ୍କ ପାଟି, ରାସ ଓ ଅସାଧାରଣ ସ୍ୱପ୍ନ । ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସେରୋଟୋନିନ ସିଣ୍ଡ୍ରୋମ, ମାନିଆ, ଅପସ୍ମାର ବାତ ଓ ଆତ୍ମହତ୍ୟା ବ୍ୟବହାର ସଙ୍କଟ ମୂଖ୍ୟତଃ ଦେଖାଯାଏ । ଔଷଧ ହଠାତ ବନ୍ଦ କଲେ ଉଇଥଡ୍ରୟାଲ ସିଣ୍ଡ୍ରୋମ ସହିତ ଉତ୍କଣ୍ଠ, ମୁଣ୍ଡଭ୍ରମ ଓ ସ୍ପର୍ଷ ପରିବର୍ତ୍ତନ ।[1] ଗର୍ଭାବସ୍ଥାରେ ଏହାର ପ୍ରଭାବ ଅଜ୍ଞେୟ ଅଛି । ଔଷଧ ଗ୍ରହଣ କରିବା ଅବସ୍ଥାରେ ସ୍ତନ୍ୟପାନ ଚାଲୁ ରଖାଯାଇପାରେ । [5] ଏହାର କାର୍ଯ୍ୟକଳାପ ସ୍ପଷ୍ଟ ନ ଥିଲେ ମଧ୍ୟ ମସ୍ତିଷ୍କରେ ଅଧିକ ସେରୋଟୋନିନ କାମ କରୁଥିବା ବିଶ୍ୱାସ କରାଯାଏ । [1]
ସନ ୧୯୭୨ରେ ଏଲି ଲିଲି ଆଣ୍ଡ କମ୍ପାନୀଦ୍ୱାରା ଫ୍ଲୁଓକ୍ସେଟିନ ଆବିଷ୍କୃତ ହୋଇଥିଲା ଓ ୧୯୮୬ରେ ବ୍ୟବହୃତ ହୋଇଥଲା ।[6] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[7] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[1] ସନ ୨୦୧୪ରେ ଏହାର ଦୈନିକ ଖର୍ଚ୍ଚ ୦.୦୧ରୁ ୦.୦୪ ଆମେରିକୀୟ ଡଲାର ଥିଲା ।[8] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଦୈନିକ ଖର୍ଚ୍ଚ ୦.୮୫ ଡଲାର ।[1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.