ଫେସବୁକ
ବ୍ୟବସାୟିକ ଅନଲାଇନ ସୋସିଆଲ ନେଟ୍ୱାର୍କିଙ୍ଗ ସେବା / From Wikipedia, the free encyclopedia
ଏହା ଏକ ଅନଲାଇନ ସାମାଜିକ ଯୋଗାଯୋଗ ସାଇଟ । ଏଠାରେ ସାଙ୍ଗମାନଙ୍କ ସହ କଥାବାର୍ତ୍ତା (ଚାଟ), ଭାବର ଆଦାନ ପ୍ରଦାନ, ନୂଆ ଫଟୋଚିତ୍ର ଓ ଭିଡ଼ିଓ ବଣ୍ଟନ ଓ ନାନା ଆପ୍ଲିକେସନ ସଫ୍ଟବେର ବ୍ୟବହାର କରି ଇଣ୍ଟରନେଟରେ ନିଜର ସାମାଜିକ ସମ୍ପର୍କ ବଢ଼ାଯାଇପାରେ ।
Quick Facts Type, ତିଆରି କରାଯାଇଥିଲା ...
Type | ବେସରକାରୀ |
---|---|
ତିଆରି କରାଯାଇଥିଲା | କ୍ୟାମ୍ବ୍ରିଜ (Cambridge), ମସାଚ୍ୟୁସେଟ (Massachusetts)(2004 (2004)) |
ପ୍ରତିଷ୍ଠାତା |
|
ମୂଖ୍ୟସ୍ଥାନ | ପାଲୋ ଅଲଟୋ, କାଲିଫର୍ଣ୍ଣିଆ |
ସେବା ପରିସର | ଦେଶ ସାରା |
ମୁଖ୍ୟ ଲୋକ |
|
ଲାଭ | ଆମେରିକା $୨ ବିଲିୟନ (୨୦୧୦) |
କର୍ମଚାରୀ | ୨୦୦୦+(୨୦୧୧)[1] |
ବେବସାଇଟ | facebook |
ଆଇପି୪ଭି ସାହାଯ୍ୟ | www.v6.facebook.com |
ଆଲେକ୍ସା ସ୍ଥାନ | ୨ (ମାର୍ଚ ୨୦୧୧[update][2]) |
ସାଇଟର ପ୍ରକାର | ସାମାଜିକ ଯୋଗାଯୋଗ ସାଇଟ |
ଅନଲାଇନ ପ୍ରଚାର | ବ୍ୟାନର ଆଡ, ଗେମ |
ଖାତାଖୋଲା | ନିହାତି ଦରକାରୀ |
ବ୍ୟବହାରକାରୀ | ୬୦୦ ମିଲିୟନ[3][4] (ଜାନୁଆରୀ ୨୦୧୧ରେ ସଚଳ) |
ମିଳୁଥିବା ସଂସ୍କରଣ | ବହୁଭାଷୀ |
ପ୍ରଥମେ ଆସିଥିଲା | ଫେବ୍ରୁୟାରୀ ୪, ୨୦୦୪ |
ଏବେକାର ସ୍ଥିତି | ସଚଳ |
Close
ଏବେ ଯାଏଁ ଫେସବୁକର ବ୍ୟବହାରକାରୀମାନଙ୍କ ସଂଖ୍ୟା ୫୦ କୋଟିରୁ ଅଧିକ ।
ହାରଭାର୍ଡ଼ ବିଶ୍ୱବିଦ୍ୟାଳୟରେ ତଳ-ସ୍ନାତକ ଶ୍ରେଣୀର ଦ୍ୱିତୀୟ ବର୍ଷର ଛାତ୍ର ମାର୍କ ଜୁକରବର୍ଗ ଅକଟୋବର ୨୮, ୨୦୦୩ରେ ଫେସମାସ(ଫେସବୁକର ପୂର୍ବାବସ୍ଥା)ର କୋଡ଼ ଲେଖିଥିଲେ । ସେଥିରେ ଗୋଟିଏ ଫରଦରେ ଦୁଇଜଣ ଅଲଗା ଅଲଗା ଶ୍ରେଣୀର ଛାତ୍ରୀଙ୍କ ଫଟୋ ରଖି କିଏ ବେସି ସୁନ୍ଦର ବାଛିବାକୁ ବ୍ୟବହାରକରୀମାନଙ୍କୁ କୁହାଯାଉଥିଲା । [5][6]