ପ୍ରିମିଡନ ଏକ ଔଷଧ ଯାହା ଆଂଶିକ ବା ସମ୍ପୁର୍ଣ୍ଣ ଭାବରେ ହେଉଥିବା ବାତ ବା ଫିଟ୍ସ (seizures ) ରୋଗର ଚିକିତ୍ସା ନିମନ୍ତେ ବ From Wikipedia, the free encyclopedia
ପ୍ରିମିଡନ (ଇଂରାଜୀ ଭାଷାରେ Primidone) ଏକ ଔଷଧ ଯାହା ଆଂଶିକ ବା ସମ୍ପୁର୍ଣ୍ଣ ଭାବରେ ହେଉଥିବା ବାତ ବା ଫିଟ୍ସ (seizures ) ରୋଗର ଚିକିତ୍ସା ନିମନ୍ତେ ବିଭିନ୍ନ ବ୍ରାଣ୍ଡ ନାମରେ ବିକ୍ରୟ ହେଉଥିବା ଔଷଧ ରୂପରେ ବ୍ୟବହୃତ ହୁଏ | ଏହା ଏସେନସିଆଲ ଟ୍ରେମର (essential tremors) ରୋଗ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ | [6] ରକ୍ତରେ ମାପ କରାଯାଉଥିବା ସ୍ତର ଉପରେ ଏହାର ମାତ୍ରା ନିର୍ଭର କରେ | [7] ଏହା ପାଟି ବାଟେ ଦିଆଯାଏ | [7]
Clinical data | |
---|---|
Trade names | Lepsiral, Mysoline, Resimatil, others |
Synonyms | desoxyphenobarbital, desoxyphenobarbitone |
AHFS/Drugs.com | monograph |
MedlinePlus | a682023 |
data |
|
Pregnancy category | |
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | ~100%[3] |
Protein binding | 25%[3] |
Metabolism | Hepatic |
Elimination half-life | Primidone: 5-18 h, Phenobarbital: 75-120 h,[3] PEMA: 16 h[4] Time to reach steady state: Primidone: 2-3 days, Phenobarbital&PEMA 1-4weeks[5] |
Excretion | Kidney |
Identifiers | |
IUPAC name
| |
ECHA InfoCard | 100.004.307 |
Chemical and physical data | |
Formula | C12H14N2O2 |
Molar mass | 218.252 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାହୀନତା, ଖରାପ ସମନ୍ୱୟ, ବାନ୍ତି ଏବଂ ଅରୁଚି ହୁଏ | [7] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା ପ୍ରବଣତା, ସାଇକୋସିସ୍ ଏବଂ ରକ୍ତ କଣିକାମାନଙ୍କର ଅଭାବ ହୋଇପାରେ। [8] [7] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ | [7] ପ୍ରିମିଡନ ଏକ ବାର୍ବିଚୁରେଟ ଶ୍ରେଣୀର ଏକ ପ୍ରକାର ଆଣ୍ଟିକନଭଲସାଣ୍ଟ । [7] ଏହା କିପରି କାମ କରେ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ। [7]
୧୯୫୪ ମସିହାରେ ପ୍ରିମିଡନ ଡାକ୍ତରୀ ଚିକିତ୍ସା ନିମନ୍ତେ ଯୁକ୍ତରାଷ୍ଟ୍ରରେ ଅନୁମୋଦିତ ହୋଇଥିଲା | [7] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [8] ୨୦୧୯ ମସିହାରେ ଯୁକ୍ତରାଜ୍ୟରେ ଏହାର ଏକ ମାସର ଯୋଗାଣ ମୂଲ୍ୟ ଏନଏଚଏସକୁ ପ୍ରାୟ ୬୮.୪୦ £ ଖର୍ଚ୍ଚ କରିବାକୁ ପଡ଼ୁଥିଲା । [8] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୧୩.୨୦ ଆମେରିକୀୟ ଡଲାର ଅଟେ। ୨୦୧୭ରେ, ଏହା ଯୁକ୍ତରାଷ୍ଟ୍ରରେ 238 ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.