From Wikipedia, the free encyclopedia
ପ୍ରାଚୀନ ମିଶର ହେଉଛି ଉତ୍ତର ଆଫ୍ରିକାର ନୀଳନଦୀ କୂଳରେ ଗଢ଼ି ଉଠିଥିବା ଏକ ସଭ୍ଯତା । ଏହି ସଭ୍ଯତା ପ୍ରାକ୍-ଐତିହାସିକ ମିଶର ପରେ ପ୍ରାୟ ଖ୍ରୀଷ୍ଟପୂର୍ବ ୩୧୦୦ରେ (ନାମରଙ୍କ ଦ୍ୱାରା) ଉତ୍ତର ଓ ଦକ୍ଷିଣ ମିଶରର ଏକତ୍ରୀକରଣଠାରୁ ଆରମ୍ଭ ହୋଇଥିଲା ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି । ଏହାର ଇତିହାସରେ ଅନେକ ସ୍ଥିର ସାମ୍ରାଜ୍ଯ ସ୍ଥାପିତ ହୋଇଥିଲା; ପ୍ରାଚୀନ ରାଜ୍ଯ, ମଧ୍ଯରାଜ୍ଯ ଓ ସାମ୍ରାଜ୍ଯ ।[1]
ଏହି ପ୍ରସଙ୍ଗଟିକୁ ଉଇକିପିଡ଼ିଆର ମାନକ ଲିଖନ ଶୈଳୀ ସହ ମେଳ କରିବା ପାଇଁ ହୁଏତ ସମ୍ପୂର୍ଣ୍ଣ ଭାବେ ଲେଖିବାକୁ ପଡ଼ିପାରେ, କାରଣ: ଖୁବ କମ ତଥ୍ୟଥିବା ଓ ବହୁ ବର୍ଷରୁ ସମ୍ପାଦନା ହୋଇନଥିବା ପ୍ରସଙ୍ଗ । ଆପଣ ସାହାଯ୍ୟ କରିପାରିବେ । ଆଲୋଚନା ପୃଷ୍ଠାରେ କିଛି ମତାମତ ଥାଇପାରେ । |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.