ଏହା ଏକ ଆଞ୍ଜିଓଟେନସିନ୍-ରୂପାନ୍ତକାରୀ ଇଞ୍ଜାଇମ ଅବରୋଧକ ଯାହା ଉଚ୍ଚ ରକ୍ତଚାପ, ହୃଦ୍ପାତ, ମଧୁମେହ ସମ୍ବନ୍ଧୀୟ From Wikipedia, the free encyclopedia
ପେରିଣ୍ଡୋପ୍ରିଲ ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍ପାତ, ମଧୁମେହ ସମ୍ବନ୍ଧୀୟ ବୃକ୍କ ରୋଗ ଏବଂ କରୋନାରୀ ଧମନୀ ରୋଗର ଚିକିତ୍ସା ପାଇଁ ଦିଆଯାଏ । [1] [2] ଏହା ପାଟିରେ ଦିଆଯାଏ ।[3] ସର୍ବାଧିକ ପ୍ରଭାବ ମିଳିବାକୁ ଅନେକ ସପ୍ତାହ ଲାଗିଯାଏ ।[1]
Clinical data | |
---|---|
Pronunciation | per-in-do-pril |
Trade names | Coversyl, Coversum, Aceon, others |
AHFS/Drugs.com | monograph |
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 24% |
Protein binding | 20% |
Metabolism | Renal |
Elimination half-life | 1–17 hours for perindoprilat (active metabolite) |
Identifiers | |
IUPAC name
| |
ECHA InfoCard | 100.120.843 |
Chemical and physical data | |
Formula | C19H32N2O5 |
Molar mass | ୩୬୮.୪୭ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ଦୃତ ହୃଦଗତି, ମାଂସପେଶୀ କ୍ରାମ୍ପ ଏବଂ ମୂତ୍ରରେ ପୁଷ୍ଟିସାର ନିର୍ଗତ ହୋଇପାରେ ।[1] [3] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଞ୍ଜିଓଇଡିମା, ନିମ୍ନ ରକ୍ତଚାପ ଏବଂ ବୃକ୍କ ବିଫଳତା ହୋଇପାରେ ।[1] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[1] ବୃକ୍କ ଜନିତ ସମସ୍ୟାରେ କମ୍ ମାତ୍ରା ଔଷଧ ବ୍ୟବହାର କରାଯିବା ଉଚିତ୍ ।[3] ଏହା ଏକ ଆଞ୍ଜିଓଟେନସିନ୍-ରୂପାନ୍ତକାରୀ ଇଞ୍ଜାଇମ ଅବରୋଧକ ଏବଂ ରେନିନ-ଆଙ୍ଗିଓଟେନସିନ୍-ଆଲଡୋଷ୍ଟେରନ୍ ପ୍ରଣାଳୀକୁ ପ୍ରତିରୋଧ କରି କାର୍ଯ୍ୟକ୍ଷମ ହୁଏ ।[1]
ପେରିଣ୍ଡୋପ୍ରିଲ ୧୯୮୦ ମସିହାରେ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୮୮ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[4] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[5] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୫ ଡଲାର ଥିଲା ।[5] ଯୁକ୍ତରାଜ୍ୟରେ ଏକ ମାସର ଔଷଧର ମୂଲ୍ୟ ପ୍ରାୟ ୭ ପାଉଣ୍ଡ ।[3] ଏହା ପେରିଣ୍ଡୋପ୍ରିଲ ଏର୍ବୁମାଇନ ଓ ପେରିଣ୍ଡୋପ୍ରିଲ ଅର୍ଜିନିନ ନାମରେ ଉପଲବ୍ଧ ହୁଏ ।[1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.