ପୂଜା (ଉପାସନା)ହିନ୍ଦୁ ଧର୍ମର ଉପାସନା ପ୍ରଣାଳୀ / From Wikipedia, the free encyclopedia ହିନ୍ଦୁ ପୂଜାବିଧି ସାଧାରଣତଃ ପଞ୍ଚୋପଚାର ଓ ଷୋଡ଼ଶୋପଚାରରେ କରାଯାଇଥାଏ ଓ ବିଶେଷ ପୂଜା ଉପଲକ୍ଷେ ୧୮ ଓ ୩୬ ଉପଚାରଦ୍ୱାରା ପୂଜା କରାଯାଇଥାଏ । ତାନ୍ତ୍ରିକମାନେ ୬୪ ଉପଚାରରେ ଦେବୀଙ୍କୁ ପୂଜା କରିଥାଆନ୍ତି ।
ହିନ୍ଦୁ ପୂଜାବିଧି ସାଧାରଣତଃ ପଞ୍ଚୋପଚାର ଓ ଷୋଡ଼ଶୋପଚାରରେ କରାଯାଇଥାଏ ଓ ବିଶେଷ ପୂଜା ଉପଲକ୍ଷେ ୧୮ ଓ ୩୬ ଉପଚାରଦ୍ୱାରା ପୂଜା କରାଯାଇଥାଏ । ତାନ୍ତ୍ରିକମାନେ ୬୪ ଉପଚାରରେ ଦେବୀଙ୍କୁ ପୂଜା କରିଥାଆନ୍ତି ।