ପୁରି
ଏକ ପ୍ରକାର ଖାଦ୍ୟ / From Wikipedia, the free encyclopedia
ପୁରି ଏକ ଭାରତୀୟ ଖାଦ୍ୟ । ଏହା ଭାରତ ସମେତ ନେପାଳ, ବଙ୍ଗଳାଦେଶ, ପାକିସ୍ଥାନ ଓ ଦକ୍ଷିଣ ଏସିଆର ଅନେକ ଦେଶରେ ମିଳିଥାଏ । ଏହାକୁ ସକାଳ ଜଳଖିଆ ବା ସଞ୍ଜ ଜଳଖିଆ ଭାବରେ ଖିଆଯାଇଥାଏ ।
Quick Facts ଅନ୍ୟ ନାମ, ମୂଳ ସ୍ଥାନ ...
ଅନ୍ୟ ନାମ | ବୁରି |
---|---|
ମୂଳ ସ୍ଥାନ | ଭାରତ |
ଅଞ୍ଚଳ ବା ରାଜ୍ୟ | ଭାରତ |
ପରଷିବା ଉତ୍ତାପ | ଗରମ ଓ ଘର ତାପରେ |
ମୁଖ୍ୟ ଉପାଦାନ | ଅଟା |
ପ୍ରକାର ଭେଦ | ବଟୁରା, ଲୁଚି, ସେଓ ପୁରି |
|
Close