ଗୁଳ୍ମ ଜାତୀୟ ଉଦ୍ଭିଦ From Wikipedia, the free encyclopedia
ପୁଦିନା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହା ଅତି ବେଶୀରେ ଏକ ଫୁଟ ପର୍ଯ୍ୟନ୍ତ ବଢ଼ିଥାଏ । ଏହାର ସର୍ବାଙ୍ଗ ସୁଗନ୍ଧମୟ । ଏହା ଏକ ଲୋକପ୍ରିୟ ତଥା ଉପକାରୀ ବନୌଷଧୀ ।
ପୁଦିନା | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Asterids |
ଗଣ: | Lamiales |
କୁଳ: | Lamiaceae |
ପ୍ରଜାତି: | Mentha |
ଜାତି: | M. arvensis |
ବାଇନୋମିଆଲ ନାମ | |
Mentha arvensis | |
ଶୀତଳ, ରୁଚିକର, କ୍ଷୁଧାବର୍ଦ୍ଧକ, ପାଚକ, ଅଗ୍ନୀଉଦ୍ଦିପକ, ବଳକର। ମାତ୍ରା ଚାରିଅଣାରୁ ଆଠଅଣା ।
ଅଜୀର୍ଣ୍ଣ, ଅରୁଚି, କଫ, କାସ, ବାନ୍ତି, ଅତିସାର, ବାୟୁ, କୃମି ଆଦିର ନିବାରଣ ପାଇଁ ଏହାର ଉପଯୋଗ ହୋଇଥାଏ । ଅଜୀର୍ଣ୍ଣ ଓ ଅଗ୍ନିମାନ୍ଦ୍ୟରେ ସୈନ୍ଧବ ଲବଣ, ପୁରୁଣା ତେନ୍ତୁଳି ଓ ଜୀରା ସହିତ, ଅଥବା ଅଦା ଓ ଲୁଣ ସହିତ, ନାଳ ଝାଡାରେ ଶୁଣ୍ଠି ଓ ଲୁଣ ସହିତ ଏବଂ କୃମି ଆଦିରେ ଏହାକୁ ଗୋଲ ମରିଚ ସହିତ ପ୍ରୟୋଗ କରାଯାଏ ।
ପୋଦିନା ପତ୍ର ଚଟଣି ଏକ ଲୋକପ୍ରିୟ ବ୍ୟଞ୍ଜନ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.