[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]

Quick Facts ପୁଡୁଚେରୀ Territoire de l'Union de Pondichéry புதுச்சேரிPondichéryPondicherry, ଦେଶ ...
ପୁଡୁଚେରୀ
Territoire de l'Union de Pondichéry
புதுச்சேரி
Pondichéry
Pondicherry
union territory
Thumb
Thumb
Location of Puducherry (marked in red) in India
ଦେଶ India
Established7 Jan 1963
Capital and Largest cityପଣ୍ଡିଚେରୀ
ଜିଲ୍ଲା4
Government
  Lieutenant GovernorA. K. Singh (additional charge) [1]
  Chief MinisterN. Rangaswamy (AINRC)
  LegislatureUnicameral (33*seats)
Area
  ସମୁଦାୟ492 km2 (190 sq mi)
Population
  Total୧୨,୪୪,୪୬୪
  Rank2nd
  Density2,500/km2 (6,600/sq mi)
Time zoneUTC+05:30 (IST)
ISO 3166 codeIN-PY
ସରକାରୀ ଭାଷାTamil
Malayalam
Telugu
French
Websitewww.py.gov.in [2][3]
^* 30 elected, 3 nominated
Close
Puducherry Union Territory


ପୁଡୁଚେରୀ ଭାରତର ଏକ କେନ୍ଦ୍ରଶାସିତ ଅଞ୍ଚଳ । ୧୭୬୧, ଜାନୁଆରୀ ୧୬ରେ ଫରାସୀଙ୍କଠାରୁ ଇଂରେଜମାନେ ପଣ୍ଡିଚେରୀକୁ ଅଧିକୃତ କରିଥିଲେ । ଦେଶ ସ୍ୱାଧୀନ ହେବା ପରେ ଏହାକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା । ୨୦୦୬ ସେପ୍ଟେମ୍ବରରେ ଏହାର ନାମକୁ ପରିବର୍ତ୍ତନ କରି ପୁଡୁଚେରୀ (ତାମିଲ ଭାଷାରେ ଅର୍ଥ- ନୂଆ ଗ୍ରାମ) ରଖାଗଲା । [4] ପୁଡୁଚେରୀକୁ ଏକ ସ୍ୱତନ୍ତ୍ର ମାନ୍ୟତା ଦିଆଯାଇଛି, ଫଳରେ ସ୍ୱତନ୍ତ୍ର ରାଜ୍ୟ ନ ହୋଇଥିଲେ ମଧ୍ୟ ଏଠାରେ ଏକ ବିଧାନ ସଭା ରହିଛି । କିଛି କିଛି ସ୍ୱତନ୍ତ୍ର କ୍ଷେତ୍ରରେ ଆଇନ ତିଆରି କରିବା ବ୍ୟବସ୍ଥା ମଧ୍ୟ ଏଥିରେ ରହିଛି। ୤

ଭୂଗୋଳ

ଇତିହାସ

ପର୍ଯ୍ୟଟନ

ଆଧାର

ବାହାର ତଥ୍ୟ

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.