ଏହା ଏକ ଔଷଧ ଯାହା ମୁଖ୍ୟତଃ ଧମନୀ ସ୍ପାଜ୍ମ ଏବଂ ପୌରୁଷ ଅସାମର୍ଥ୍ୟର (ଇଡି/ED) ଚିକିତ୍ସା ପାଇଁ ବ୍ୟବହୃତ ହୁଏ । From Wikipedia, the free encyclopedia
ପାପାଭେରିନ ହେଉଛି ଏକ ଔଷଧ ଯାହା ମୁଖ୍ୟତଃ ଧମନୀ ସ୍ପାଜ୍ମ ଏବଂ ପୌରୁଷ ଅସାମର୍ଥ୍ୟର (ଇଡି/ED) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[1] ଏହା ଇଡି ପାଇଁ ପ୍ରଥମ ଲାଇନ ଔଷଧ ନୁହେଁ ।[1] ଋତୁଶୂଳ ଏବଂ ପାକ-ଅନ୍ତନଳୀ ସ୍ପାମ୍ ଭଳି ରୋଗ ପାଇଁ ମଧ୍ୟ ବ୍ୟବହୃତ ହୁଏ ।[1] ଏହା ପାଟିରେ କିମ୍ବା ଇଞ୍ଜେକ୍ସନଦ୍ୱାରା ଦିଆଯାଏ ।[1] ଆରମ୍ଭ ଅପେକ୍ଷାକୃତ ଶୀଘ୍ର ହୁଏ ଏବଂ ଘଣ୍ଟା ଘଣ୍ଟା ଧରି ରହିଥାଏ ।[1]
Clinical data | |
---|---|
Pronunciation | /pəˈpævəriːn/ |
Trade names | Pavabid, others |
AHFS/Drugs.com | monograph |
MedlinePlus | a682707 |
Pregnancy category |
|
Routes of administration | By mouth, intravenous, intramuscular, rectal, intracavernosal |
Legal status | |
Legal status |
|
Pharmacokinetic data | |
Bioavailability | 80% |
Protein binding | ~90% |
Metabolism | Liver |
Elimination half-life | 1.5–2 hours |
Excretion | Kidney |
Identifiers | |
IUPAC name
| |
ECHA InfoCard | 100.000.361 |
Chemical and physical data | |
Formula | C20H21NO4 |
Molar mass | ୩୩୯.୩୯ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, କୋଷ୍ଠକାଠିନ୍ୟ, ମୁଣ୍ଡବିନ୍ଧା, ପେଟ ଯନ୍ତ୍ରଣା, ଲାଲ ପଡ଼ିବା (ଫ୍ଲଶ୍), ନିମ୍ନ ରକ୍ତଚାପ ଏବଂ ପ୍ରାୟାପିଜ୍ମ ହୋଇପାରେ ।[1] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ୱାସକ୍ରିୟା ବନ୍ଦ, ଯକୃତ ସମସ୍ୟା, ଅପବ୍ୟବହାର ଏବଂ ଅନିୟମିତ ହୃତ୍ ସ୍ପନ୍ଦନହୋଇପାରେ ।[1] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[2]
ପାପାଭେରିନ ପ୍ରଥମେ ୧୮୪୮ ମସିହାରେ ଅଫିମରୁ ପ୍ରସ୍ତୁତ କରାଯାଇଥିଲା ।[3] ଅଫିମରୁ ତିଆରି ହେବା ସତ୍ତ୍ୱେ ଏଥିରେ ଅଫିମ ସମ୍ପର୍କୀୟ କୌଣସି କାର୍ଯ୍ୟକଳାପ ନାହିଁ ।[4] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୬୦ ମିଗ୍ରା ମାତ୍ରାର ମୂଲ୍ୟ ପ୍ରାୟ ୪୦ ଡଲାର ଥିଲା ।[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.