ପାନ
ଏହା ଏକ ଲତା / From Wikipedia, the free encyclopedia
ପାନ ଶବ୍ଦର ଅନ୍ୟାନ୍ୟ ଆଭିଧାନିକ ଅର୍ଥଗୁଡ଼ିକ ହେଲା, ପାନୀୟ, ପିଇବା, ଔଷଧାଦିର ମାତ୍ରା ବିଶେଷ ।
- ଏହି ଲେଖାଟି ପାନ ନାମକ ଲତା ବାବଦରେ । ଏହି ଲତାର ପତ୍ର ତଥା ଅନ୍ୟାନ୍ୟ ମସଲାରୁ ପ୍ରସ୍ତୁତ ମୁଖଶୋଧକ ଖିଲି ବା ଖିଲ ପାଇଁ, ଖିଲିପାନ ପ୍ରସଙ୍ଗଟି ଦେଖନ୍ତୁ ।
Quick Facts ପାନ, ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ...
ପାନ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiospermae |
ଅଶ୍ରେଣୀକୃତ: | Magnoliidae |
ଗଣ: | Piperales |
କୁଳ: | Piperaceae |
ପ୍ରଜାତି: | Piper |
ଜାତି: | P. betle |
ବାଇନୋମିଆଲ ନାମ | |
Piper betle | |
Close