ପାଇମେକ୍ରୋଲିମସ (ଇଂରାଜୀ ଭାଷାରେ Pimecrolimus), ବେପାର ନାମ ଏଲିଡେଲ ହେଉଛି ଏକ ଔଷଧ ଯାହା ଆଟୋପିକ୍ ଡର୍ମାଟାଇଟିସ୍ (ଏକଜେମା) ଏବଂ ସୋରିଆସିସ୍ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[1] [2] ଟପିକାଲ୍ କର୍ଟିକୋଷ୍ଟେରଏଡ ପରେ ଚିକିତ୍ସାର ଏହା ଦ୍ୱିତୀୟ ଧାଡ଼ିର ଔଷଧ ।[1] ଏହା ଚର୍ମରେ କ୍ରିମ୍ ଭାବରେ ପ୍ରୟୋଗ କରାଯାଏ ।[1]

Quick Facts Clinical data, Trade names ...
ପାଇମେକ୍ରୋଲିମସ
Thumb
Thumb
Clinical data
Trade namesElidel
AHFS/Drugs.commonograph
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    topical
    ATC code
    Legal status
    Legal status
    • US: ℞-only
    Pharmacokinetic data
    Bioavailabilitylow systemic absorption
    Protein binding74%–87%
    MetabolismHepatic CYP3A
    Identifiers
    IUPAC name
    • (3S,4R,5S,8R,9E,12S,14S,15R,16S,18R,19R,26aS)-3-{(E)-2-[(1R,3R,4S)-4-chloro-3-methoxycyclohexyl]-1-methylvinyl}-8-ethyl-5,6,8,11,12,13,14,15,16,17,18,19,24,25,26,26a-hexadecahydro-5,19-dihydroxy-14,16-dimethoxy-4,10,12,18-tetramethyl-15,19-epoxy-3H-pyrido[2,1-c][1,4]oxaazacyclotricosin-1,7,20,21(4H,23H)-tetrone
    CAS Number
    PubChem CID
    DrugBank
    ChemSpider
    UNII
    ChEMBL
    ECHA InfoCard100.124.895 Edit this at Wikidata
    Chemical and physical data
    FormulaC43H68ClNO11
    Molar mass୮୧୦.୪୬ g·mol−1
    3D model (JSmol)
    SMILES
    • Cl[C@@H]1CC[C@H](C[C@H]1OC)\C=C(/C)[C@H]2OC(=O)[C@@H]4CCCCN4C(=O)C(=O)[C@]3(O)O[C@H]([C@H](C[C@@H](C)CC(\C)=C\[C@@H](CC)C(=O)C[C@H](O)[C@H]2C)OC)[C@@H](OC)C[C@H]3C
    InChI
    • InChI=1S/C43H68ClNO11/c1-10-30-18-24(2)17-25(3)19-36(53-8)39-37(54-9)21-27(5)43(51,56-39)40(48)41(49)45-16-12-11-13-32(45)42(50)55-38(28(6)33(46)23-34(30)47)26(4)20-29-14-15-31(44)35(22-29)52-7/h18,20,25,27-33,35-39,46,51H,10-17,19,21-23H2,1-9H3/b24-18+,26-20+/t25-,27+,28+,29-,30+,31+,32-,33-,35+,36-,37-,38+,39+,43+/m0/s1 checkY
    • Key:KASDHRXLYQOAKZ-ZPSXYTITSA-N checkY
     ☒NcheckY (what is this?)  (verify)
    Close

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମ ପ୍ରତିକ୍ରିୟା, ମୁଣ୍ଡବିନ୍ଧା ଏବଂ କାଶ ହୋଇପାରେ ।[1] ଅନ୍ୟାନ୍ୟ ଚିନ୍ତା ଜନ‌କ ପ୍ରତିକ୍ରିୟା ମଧ୍ୟରେ କର୍କଟ ଏବଂ ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇପାରେ ।[1] ଗର୍ଭାବସ୍ଥାରେ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[2] ଏହା ଏକ କାଲସିନ୍ୟୁରିନ ଇନହିବିଟର ।[1]

    ୨୦୦୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ଏହା ବ୍ୟବହାର କରିବା ପାଇଁ ଅନୁମୋଦିତ ହୋଇଥିଲା ।[1] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୩୦ ଗ୍ରାମ ଟ୍ୟୁବର ମୂଲ୍ୟ ପ୍ରାୟ ୨୦ ଡଲାର ଅଟେ ।[2] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୭୦ ଡଲାର ଅଟେ ।[3]

    ଆଧାର

    Wikiwand in your browser!

    Seamless Wikipedia browsing. On steroids.

    Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

    Wikiwand extension is a five stars, simple, with minimum permission required to keep your browsing private, safe and transparent.