ପଶ୍ଚିମ ଘାଟ
From Wikipedia, the free encyclopedia
ଭାରତର ୧୬୦୦କି.ମି ପରିବ୍ୟାତପ୍ତ ପଶ୍ଚିମଘାଟ ପର୍ବତମାଳ ହେଉଛି ବିଶ୍ୱର ୮ ପ୍ରମୁଖ ଜୈବ ବିବିଧତା ପରିପୂର୍ଣ୍ଣ ଅଞ୍ଚଳ ମଧ୍ୟରେ ଅନ୍ୟତମ । ଏହାକୁ ଜାତିସଂଘ ପକ୍ଷରୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ମିଳିଛି ।[1] ହିମାଳୟଠାରୁ ପୁରୁଣା କୁହାଯାଉଥିବା ଏହି ପର୍ବତମାଳା ଦେସରେ ମୈସୁମୀ ପ୍ରବାହକୁ ପ୍ରଭାବିତ କରିଥା ଏ। ଗୁଜରାଟ ଓ ମହାରାଷ୍ଟ୍ର ସୀମାଠାରୁ ଆରମ୍ଭ ହୋଇ ଗୋଆ, କର୍ଣ୍ଣାଟକ, ତାମିଲନାଡୁ , କେରଳ ଆଦି ରାଜ୍ୟ ମଧ୍ୟ ଦେଇ ଶେଷରେ କନ୍ୟାକୁମାରୀଠାରେ ଏହି ପର୍ବତମାଳା ଶେଷ ହୋଇଛି । ୨୦୧୨ ମସିହା ଜୁଲାଇ ମାସରେ ଜାତିସଂଘର ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଂଗଠନର ୱ୍ଏକ ବୈଠକରେ ଏହାକୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ ପାଇଁ ଘୋଷଣା କରାଯାଇଥିଲା ।
Quick Facts ପଶ୍ଚିମ ଘାଟ, Elevation ...
ପଶ୍ଚିମ ଘାଟ | |
---|---|
ସହ୍ୟାଦ୍ରି ପର୍ବତମାଳା | |
Elevation | ୨,୬୯୫ m (୮,୮୪୨ ft) |
Location | |
The Western Ghats lie roughly parallel to the west coast of India | |
Coordinates | 10°10′N 77°04′E |
Close
Quick Facts Natural Properties - Western Ghats (India)*, ଇଉନେସ୍କୋ ସ୍ଥଳୀ ...
Natural Properties - Western Ghats (India)* | |
---|---|
ଇଉନେସ୍କୋ ସ୍ଥଳୀ | |
ରାଜ୍ୟ ଦଳ | ଭାରତ |
ପ୍ରକାର | ପ୍ରାକୃତିକ |
ନିୟମ | ix, x |
ଆଧାର | 1342 |
ଅଞ୍ଚଳ** | Indian subcontinent |
ଲେଖ ଇତିହାସ | |
ଲେଖ | ୨୦୧୨ (36th ଭାଗ) |
* ବିଶ୍ଵ ଐତିହ୍ୟ ସ୍ଥଳୀରେ ଥିବା ନାଆଁ ** ଇଉନେସ୍କୋ ଦେଇ ବିଭାଗିତ ନାଆଁ |
Close